ମୋଦି ଓ ସଲମାନଙ୍କୁ ପଛରେ ପକାଇ ଦେଲେ ସନି ଲିଓନ

ମୁମ୍ବାଇ: ୟାହୁ ଇଣ୍ଡିଆର ନୂଆ ସର୍ଭେ ରିର୍ପୋଟ ମୁତାବିକ ଭାରତରେ ସର୍ଚ୍ଚ କରାଯାଉଥିବା ସେଲିବ୍ରିଟିଙ୍କ ମଧ୍ୟରେ ପୁଣି ଥରେ ସବୁଠୁ ଆଗରେ ରହିଛନ୍ତି ସନି ଲିଓନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଭିନେତା ସଲମାନ ଖାଁଙ୍କୁ ପଛରେ ପକାଇ ୧ ନମ୍ବରରେ ରହିଛନ୍ତି ସନି। ପାଞ୍ଚ ବର୍ଷ ହେଲା ଏହି ତିନି ଜଣ ଭାରତୀୟ ଏହି ତାଲିକାରେ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି। ସଲମାନ ତାଲିକାର ୪ ନମ୍ବର ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ  […]

sunnyleone

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 02:40 PM IST

ମୁମ୍ବାଇ: ୟାହୁ ଇଣ୍ଡିଆର ନୂଆ ସର୍ଭେ ରିର୍ପୋଟ ମୁତାବିକ ଭାରତରେ ସର୍ଚ୍ଚ କରାଯାଉଥିବା ସେଲିବ୍ରିଟିଙ୍କ ମଧ୍ୟରେ ପୁଣି ଥରେ ସବୁଠୁ ଆଗରେ ରହିଛନ୍ତି ସନି ଲିଓନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଭିନେତା ସଲମାନ ଖାଁଙ୍କୁ ପଛରେ ପକାଇ ୧ ନମ୍ବରରେ ରହିଛନ୍ତି ସନି।

ପାଞ୍ଚ ବର୍ଷ ହେଲା ଏହି ତିନି ଜଣ ଭାରତୀୟ ଏହି ତାଲିକାରେ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି। ସଲମାନ ତାଲିକାର ୪ ନମ୍ବର ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ ତିନି ନମ୍ବରରେ ଅଛନ୍ତି।

Related story