ଖୁବଶୀଘ୍ର ବଡପରଦାରେ ନଜର ଆସିବେ ‘ନାଗିନ୍’ ଷ୍ଟାର ମୌନୀ ରାୟ

ମୁମ୍ବାଇ: ମୌନୀ ରାୟଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସିଖବର। ଛୋଟ ପରଦାରେ ‘ନାଗିନ୍’ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଲା ପରେ ସେ ଏବେ ବଡ ବରଦା ଆଡକୁ ମୁହାଁଇଛନ୍ତି ମୌନା। ଶୁଣିବାକୁ ମିଳୁଛି ଯେ ବିଜୟ ନାମ୍ବିୟାରଙ୍କ ଫିଲ୍ମରେ ମୌନୀ ନଜର ଆସିବେ। ଶୁଣାଯାଉଥିଲା ଯେ ଖୁବ୍ ଶୀଘ୍ର ମୌନୀ ବିକି କୌଶଲଙ୍କ ସହିତ ଫିଲ୍ମରେ ନଜର ଆସିବେ। ଚଳିତବର୍ଷ ଅକ୍ଟୋବରରୁ ପ୍ରସାରଣ ହେବାକୁ ଥିବା ନାଗିନ୍ ସିଜିନ୍-୨ ରେ ମଧ୍ୟ ତାଙ୍କୁ ଦେଖିବାକୁ […]

Mouni-Roy-Photo-580x383 (1)

Rakesh Mallick
  • Published: Tuesday, 21 June 2016
  • , Updated: 21 June 2016, 09:10 PM IST

ମୁମ୍ବାଇ: ମୌନୀ ରାୟଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସିଖବର। ଛୋଟ ପରଦାରେ ‘ନାଗିନ୍’ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଲା ପରେ ସେ ଏବେ ବଡ ବରଦା ଆଡକୁ ମୁହାଁଇଛନ୍ତି ମୌନା। ଶୁଣିବାକୁ ମିଳୁଛି ଯେ ବିଜୟ ନାମ୍ବିୟାରଙ୍କ ଫିଲ୍ମରେ ମୌନୀ ନଜର ଆସିବେ।

ଶୁଣାଯାଉଥିଲା ଯେ ଖୁବ୍ ଶୀଘ୍ର ମୌନୀ ବିକି କୌଶଲଙ୍କ ସହିତ ଫିଲ୍ମରେ ନଜର ଆସିବେ। ଚଳିତବର୍ଷ ଅକ୍ଟୋବରରୁ ପ୍ରସାରଣ ହେବାକୁ ଥିବା ନାଗିନ୍ ସିଜିନ୍-୨ ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ। ଛୋଟ ପରଦାର ସିରିଏଲ ‘ନାଗିନ୍’ ସୁପରହିଟ୍ ହୋଇଥିଲା। ଏହି ସିରିଏଲଟି ଟିଆରପି ତାଲିକାର ଶୀର୍ଷରେ ଥିଲା।

‘ନାଗିନ୍’ ପୂର୍ବରୁ ମୌନୀ ରାୟ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ସୁପରହିଟ୍ ସିରିଏଲ ‘କ୍ୟୁଁକି ଶାଶ୍ ଭି କଭି ବହୁ ଥି’ ରେ କୃଷ୍ଣା ତୁଳସୀ ଭୂମିକାରେ ଅଭିନୟ କରିଥିଲେ । ଏହାଛଡା ବହୁ ସୁପରହିଟ୍ ଶୋ ରେ ମଧ୍ୟ ମୌନୀ କାମ କରିସାରିଛନ୍ତି।

Related story