ମୁଁ କୌଣସି ଅଭିନେତାକୁ ବିବାହ କରିବିନି: ନେହା ପେଣ୍ଡସେ

ମୁମ୍ବାଇ: “ମେ ଆଇ କମ୍ ମ୍ୟାଡମ” ସିରିଏଲରେ ସଞ୍ଜନା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ନେହା ପେଣ୍ଡସେ କୌଣସି ଅଭିନେତାକୁ  ବିବାହ କରିବେନି ବୋଲି କହିଛନ୍ତି। ସେ କହିଛନ୍ତି,“ ମୁଁ ବିବାହ କରିବା  ପାଇଁ  ଉପଯୁକ୍ତ ପାତ୍ର  ମିଳି ନାହାଁନ୍ତି। ମୁଁ ଏପରି  ଲୋକଙ୍କୁ ବିବାହ କରିବାକୁ ଚାହୁଁଛି, ଯିଏ ଅଭିନେତା ହୋଇ ନ ଥିବ।” ନେହାଙ୍କୁ ୧୯୯୦ ଦଶକରେ  ଟିଭି  ଶୋ “ହସରତ୍ନ”ରେ ଶିଶୁ କଳାକାର ଭାବେ ଅଭିନୟ କରି ଅଭିନୟ ଦୁନିଆରେ ପ୍ରଥମେ ପାଦ […]

nehapendse

Rakesh Mallick
  • Published: Tuesday, 17 May 2016
  • , Updated: 17 May 2016, 10:25 AM IST

ମୁମ୍ବାଇ: “ମେ ଆଇ କମ୍ ମ୍ୟାଡମ” ସିରିଏଲରେ ସଞ୍ଜନା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ନେହା ପେଣ୍ଡସେ କୌଣସି ଅଭିନେତାକୁ  ବିବାହ କରିବେନି ବୋଲି କହିଛନ୍ତି। ସେ କହିଛନ୍ତି,“ ମୁଁ ବିବାହ କରିବା  ପାଇଁ  ଉପଯୁକ୍ତ ପାତ୍ର  ମିଳି ନାହାଁନ୍ତି। ମୁଁ ଏପରି  ଲୋକଙ୍କୁ ବିବାହ କରିବାକୁ ଚାହୁଁଛି, ଯିଏ ଅଭିନେତା ହୋଇ ନ ଥିବ।”

ନେହାଙ୍କୁ ୧୯୯୦ ଦଶକରେ  ଟିଭି  ଶୋ “ହସରତ୍ନ”ରେ ଶିଶୁ କଳାକାର ଭାବେ ଅଭିନୟ କରି ଅଭିନୟ ଦୁନିଆରେ ପ୍ରଥମେ ପାଦ ଥାପିଥିଲେ।

Related story