ଆପଣମାନଙ୍କୁ ହସାଇବାକୁ ଖୁବ୍‌ଶୀଘ୍ର ଆସୁଛି ‘ନଖିଲୋ ନଖି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଏକ୍ସକ୍ୟୁଜ୍‌ ମିଁ କ’ଣ କଲା ସେ’ ଜରିଆରେ ବଡ଼ ପରଦାରେ ଏଣ୍ଟ୍ରି କରିଥିବା ବାଳକୃଷ୍ଣ ନାୟକଙ୍କର ଏକ ମ୍ୟୁଜିକାଲ୍ ଭିଡିଓ ଆସୁଛି। ଏହାର ନାଁ ରଖାଯାଇଛି ‘ନଖିଲୋ ନଖି’। ସେପ୍ଟେମ୍ବର ୧୧ ତାରିଖରେ ଏହା ରିଲିଜ୍ ହେବ। ଏହା ଏକ କମେଡି ମ୍ୟୁଜିକ୍ ଭିଡିଓ ବୋଲି ବାଳକୃଷ୍ଣ କହିଛନ୍ତି। ଏଥିରେ ତାଙ୍କ ସହିତ ଭୂପତି ତ୍ରିପାଠୀ, ରୋଜା ଓ ହାପି ପ୍ରମୁଖ ଅଭିନୟ କରୁଛନ୍ତି। ଏହି ଗୀତଟିକୁ ଶିବନ ସ୍ୱାଇଁ ଲେଖିଥିବା ବେଳେ […]

Nakhi

Jitendra Garnayak
  • Published: Thursday, 06 September 2018
  • , Updated: 06 September 2018, 08:35 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଏକ୍ସକ୍ୟୁଜ୍‌ ମିଁ କ’ଣ କଲା ସେ’ ଜରିଆରେ ବଡ଼ ପରଦାରେ ଏଣ୍ଟ୍ରି କରିଥିବା ବାଳକୃଷ୍ଣ ନାୟକଙ୍କର ଏକ ମ୍ୟୁଜିକାଲ୍ ଭିଡିଓ ଆସୁଛି। ଏହାର ନାଁ ରଖାଯାଇଛି ‘ନଖିଲୋ ନଖି’। ସେପ୍ଟେମ୍ବର ୧୧ ତାରିଖରେ ଏହା ରିଲିଜ୍ ହେବ।

ଏହା ଏକ କମେଡି ମ୍ୟୁଜିକ୍ ଭିଡିଓ ବୋଲି ବାଳକୃଷ୍ଣ କହିଛନ୍ତି।

ଏଥିରେ ତାଙ୍କ ସହିତ ଭୂପତି ତ୍ରିପାଠୀ, ରୋଜା ଓ ହାପି ପ୍ରମୁଖ ଅଭିନୟ କରୁଛନ୍ତି।

ଏହି ଗୀତଟିକୁ ଶିବନ ସ୍ୱାଇଁ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌.ଏସ୍‌ ପ୍ରସାଦ।

ପତିତପାବନ ରଣା ଏହାର ପ୍ରଯୋଜନା ଦାୟିତ୍ୱରେ ଥିବା ବେଳେ କୋରିଓଗ୍ରାଫି ଦାୟିତ୍ୱ ସମ୍ଭାଳିଛନ୍ତି  ରାଜେଶ କୁମାର।

Related story