ଜନ୍ମଦିନରେ ମନର ବ୍ୟଥା ଓ ହୃଦୟର କଥା କହିଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ୍ମଦିନରେ ଭାବପ୍ରବଣ ହୋଇପଡ଼ିଛନ୍ତି ଅନୁଭବ ମହାନ୍ତି। ଆଉ ଫ୍ୟାନଙ୍କୁ କହିଛନ୍ତି ନିଜ ମନର ବ୍ୟଥା ଓ ହୃଦୟର କଥା। ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି, ଗତ ସାଢ଼େ ୩ ବର୍ଷରୁ ଅଧିକ ସମୟ ଧରି ମୁଁ ମରିମରି ଜିଇଁଛି। ମୋର ଯେଉଁଦିନ ଡିଭୋର୍ସ ହୋଇଯିବ, ସେଦିନ ମୁଁ ପ୍ରକୃତରେ ଜନ୍ମଦିନ ପାଳନ କରିବି। କାରଣ ସେଦିନ ହେବ ମୋର ନୂଆ ଜନ୍ମ। ଅର୍ଥାତ ପୁନଃଜନ୍ମ ହେବ। ସେହି ଦିନ […]

Anubhaba

Anubhaba

Manoranjan Sial
  • Published: Saturday, 24 December 2022
  • Updated: 24 December 2022, 08:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ୍ମଦିନରେ ଭାବପ୍ରବଣ ହୋଇପଡ଼ିଛନ୍ତି ଅନୁଭବ ମହାନ୍ତି। ଆଉ ଫ୍ୟାନଙ୍କୁ କହିଛନ୍ତି ନିଜ ମନର ବ୍ୟଥା ଓ ହୃଦୟର କଥା। ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି, ଗତ ସାଢ଼େ ୩ ବର୍ଷରୁ ଅଧିକ ସମୟ ଧରି ମୁଁ ମରିମରି ଜିଇଁଛି। ମୋର ଯେଉଁଦିନ ଡିଭୋର୍ସ ହୋଇଯିବ, ସେଦିନ ମୁଁ ପ୍ରକୃତରେ ଜନ୍ମଦିନ ପାଳନ କରିବି। କାରଣ ସେଦିନ ହେବ ମୋର ନୂଆ ଜନ୍ମ। ଅର୍ଥାତ ପୁନଃଜନ୍ମ ହେବ। ସେହି ଦିନ ହେବ ମୋର ଅସଲ ଜନ୍ମଦିନର ସେଲିବ୍ରେସନ୍‌ ବୋଲି ଅନୁଭବ ଭିଡିଓ ବାର୍ତ୍ତାରେ କହିଛନ୍ତି।

ଅନୁଭବ କହିଛନ୍ତି, ଆଜି ହେଉଛି ୨୪ ଡିସେମ୍ୱର। ମୋର ଜନ୍ମଦିନ। ଆପଣମାନେ ବିଭିନ୍ନ ମାଧ୍ୟମରେ ଯେମିତି ଅଭିନନ୍ଦନ ଜଣାଇଛନ୍ତି, ସେଥିପାଇଁ ମୁଁ ଆପଣଙ୍କ ପାଖରେ ଋଣୀ। ପ୍ରତିବର୍ଷ ଏମିତି ଭଲ ପାଇବା, ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦରେ ଲଦି ଦେଉଥାଆନ୍ତୁ ବୋଲି ସେ କହିଛନ୍ତି।

ଅନୁଭବ ଆହୁରି କହିଛନ୍ତି, ଗତ ସାଢ଼େ ୩ ବର୍ଷ ହେଲା ମୁଁ ବ୍ୟକ୍ତିଗତ ଭାବେ ଯେଉଁ ସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ମୋ’ ପରିବାର ଓ ପ୍ରଶଂସକମାନେ ବହୁତ ଦୁଃଖରେ ଅଛନ୍ତି। ଯେଉଁଥିପାଇଁ ମୁଁ ନିଷ୍ପତ୍ତି ନେଲି, ଏବର୍ଷ ଜନ୍ମଦିନ ପାଳନ କରିବି ନାହିଁ। ସେଥିପାଇଁ ମୁଁ ମୋର ସବୁ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି, ସେମାନେ ଯଦି ମୋ ଜନ୍ମଦିନ ପାଳନ କରିବାକୁ ଚାହୁଁଛନ୍ତି, ତାହାହେଲେ ଆଖପାଖ ଅଞ୍ଚଳରେ ରହୁଥିବା ଦୁଃଖୀ, ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ଯଦି ଆପଣମାନେ(ପ୍ରଶଂସକ) ଏମିତି କରିବେ, ତାହାହେଲେ ମୁଁ ଭାବିବି ତାହାଠାରୁ ମୋତେ ଜନ୍ମଦିନ ଆଉ ବଡ଼ ଗିଫ୍ଟ ହୋଇପାରିବ ନାହିଁ ବୋଲି ଅନୁଭବ କହିଛନ୍ତି।

https://www.youtube.com/watch?v=nxErl7Q0aNc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story