କ୍ୟାମେରା ସମ୍ମୁଖରେ ଜବାବ ଦେବେ ନାନା

ମୁମ୍ବାଇ: ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କ ବିବାଦକୁ ନେଇ ଏବେ ପୂରା ବଲିଉଡ୍ ଉଠୁଛି ପଡ଼ୁଛି। ଦୁହିଁଙ୍କ ପକ୍ଷରୁ ଲଗାତାର ବୟାନବାଜି ହେଉଛି। ତେବେ ନାନା କହିଛନ୍ତି ଯେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ ସବୁ ପ୍ରଶ୍ନର ଉତ୍ତର ଦେବେ। ସେ କହିଛନ୍ତି,“ଏବେ ମୁଁ ଜୈସଲମେରରେ ଶୁଟିଂରେ ବ୍ୟସ୍ତ ଅଛି। ୭ ବା ୮ ଅକ୍ଟୋବରରେ ମୁମ୍ବାଇ ପହଞ୍ଚିବି। ମୁମ୍ବାଇ ପହଞ୍ଚିବା ମାତ୍ରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିବି ଓ କ୍ୟାମେରା ସମ୍ମୁଖରେ ସବୁ […]

nanapatekar

nanapatekar

Jitendra Garnayak
  • Published: Sunday, 30 September 2018
  • Updated: 30 September 2018, 01:14 PM IST

Sports

Latest News

ମୁମ୍ବାଇ: ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କ ବିବାଦକୁ ନେଇ ଏବେ ପୂରା ବଲିଉଡ୍ ଉଠୁଛି ପଡ଼ୁଛି। ଦୁହିଁଙ୍କ ପକ୍ଷରୁ ଲଗାତାର ବୟାନବାଜି ହେଉଛି।

ତେବେ ନାନା କହିଛନ୍ତି ଯେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ ସବୁ ପ୍ରଶ୍ନର ଉତ୍ତର ଦେବେ।

ସେ କହିଛନ୍ତି,“ଏବେ ମୁଁ ଜୈସଲମେରରେ ଶୁଟିଂରେ ବ୍ୟସ୍ତ ଅଛି। ୭ ବା ୮ ଅକ୍ଟୋବରରେ ମୁମ୍ବାଇ ପହଞ୍ଚିବି। ମୁମ୍ବାଇ ପହଞ୍ଚିବା ମାତ୍ରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିବି ଓ କ୍ୟାମେରା ସମ୍ମୁଖରେ ସବୁ ପ୍ରଶ୍ନର ଜବାବ ଦେବି। ଆପଣମାନେ ମୋତେ କିଛି ବି ପଚାରି ପାରିବେ। କୌଣସି କଥା ଲୁଚାଇବା ନେଇ ମୋ ପାଖରେ କିଛି କାରଣ ନାହିଁ।”

[caption id="attachment_281852" align="aligncenter" width="750"]tanushree image credit- India.com[/caption]

ନାନା କହିଛନ୍ତି,“ଆପଣ କାହାକୁ ବିଶ୍ୱାସ କରିବେ, ତାହା ଆପଣଙ୍କ ଉପରେ ନିର୍ଭର କରେ। ଆପଣଙ୍କୁ କ’ଣ ଲାଗୁଛି, ମୁଁ ଏତେ ଖରାପ ଲୋକ? ଲୋକେ କ’ଣ ମୋ ବିଷୟରେ କିଛି ଜାଣି ନାହାନ୍ତି? ମତେ ମୋର ଭଲ ଚରିତ୍ରକୁ ପ୍ରମାଣ କରିବାର ଆବଶ୍ୟକତା ନାହିଁ।”

ସେ ଆହୁରି କହିଛନ୍ତି,“ଫିଲ୍ମରେ ମୁଁ ଅଧିକ ନାଚେ ନାହିଁ। ମୁଁ କାହାକୁ କେମିତି ଅଶ୍ଳୀଳ ଷ୍ଟେପ୍ ପକାଇବା ପାଇଁ କହିବି? ସବୁ ଅଭିଯୋଗ ମିଛ। ତନୁଶ୍ରୀ ମିଛ କହୁଛନ୍ତି। ସେ ମୋ ଭାବମୂର୍ତ୍ତି ନଷ୍ଟ କରୁଛନ୍ତି। ଏଥିପାଇଁ ମୁଁ ତାଙ୍କୁ କୋର୍ଟକୁ ବି ଟାଣିପାରିବି। ଏହା ବ୍ୟତୀତ ମୁଁ କ’ଣ ଅବା କରିପାରିବି? ତେବେ ମୁମ୍ବାଇ ଫେରିବା ପରେ ଏ ବିଷୟରେ ବିସ୍ତୃତ ଆଲୋଚନା କରିବି। ତା’ପୂର୍ବରୁ ଲୋକେ କୌଣସି ନିଷ୍କର୍ଷରେ ପହଞ୍ଚନ୍ତୁ ନାହିଁ।”

ତନୁଶ୍ରୀ ଦତ୍ତା ଅଭିଯୋଗ କରିଛନ୍ତି ଯେ ୨୦୦୮ରେ ଏକ ଫିଲ୍ମର ଶୁଟିଂ ବେଳେ ନାନା ପାଟେକର ତାଙ୍କ ସହିତ ଜୋରଜବରଦସ୍ତି କରିବାକୁ ପ୍ରୟାସ କରିଥିଲେ। ସେ ତାଙ୍କର ନିକଟତର ହେବାକୁ ଚାହୁଁଥିଲେ। କିନ୍ତୁ ଯେଉଁ ଗୀତରେ ଏହି ଶୁଟିଂ ଚାଲିଥିଲା ସେଥିରେ ସେମିତି କିଛି ସିନ୍ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story