ବାହାହେଲେ ନେହା କକ୍କର, ରୋହନପ୍ରୀତଙ୍କୁ ବାଛିଲେ ଜୀବନ ସାଥୀ

ମୁମ୍ବାଇ: ବଲିଉଡର ପ୍ଲେ-ବ୍ୟାକ କଣ୍ଠଶିଳ୍ପୀ ସୁନ୍ଦରୀ ନେହା କକ୍କର ଶେଷରେ ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି। ଦିଲ୍ଲୀରେ ଥିବା ଗୋଟିଏ ଗୁରୁଦ୍ୱାରରେ ସେ ତାଙ୍କ ପ୍ରେମିକ ରୋହନପ୍ରୀତ ସିଂହଙ୍କୁ ବିବାହ କରିଛନ୍ତି। ଶିଖ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଛି। ଉଭୟଙ୍କ ଆନନ୍ଦ କରାଜ ବିଧି ଦିଲ୍ଲୀରେ କରାଯାଇଛି। ବିବାହ ବେଳେ ନେହା ଓ ରୋହନପ୍ରୀତ ପିଙ୍କ ଆଉଟଫିଟରେ ନଜର ଆସିଛନ୍ତି। ନେହା ଏଯାଏ ତାଙ୍କ ବାହାଘରର ଫଟୋ କିମ୍ବା ଭିଡିଓ ସୋଶାଲ ମିଡିଆରଆ ପୋଷ୍ଟ କରିନାହାନ୍ତି। […]

d

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 06:34 PM IST

ମୁମ୍ବାଇ: ବଲିଉଡର ପ୍ଲେ-ବ୍ୟାକ କଣ୍ଠଶିଳ୍ପୀ ସୁନ୍ଦରୀ ନେହା କକ୍କର ଶେଷରେ ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି। ଦିଲ୍ଲୀରେ ଥିବା ଗୋଟିଏ ଗୁରୁଦ୍ୱାରରେ ସେ ତାଙ୍କ ପ୍ରେମିକ ରୋହନପ୍ରୀତ ସିଂହଙ୍କୁ ବିବାହ କରିଛନ୍ତି। ଶିଖ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଛି। ଉଭୟଙ୍କ ଆନନ୍ଦ କରାଜ ବିଧି ଦିଲ୍ଲୀରେ କରାଯାଇଛି।

ବିବାହ ବେଳେ ନେହା ଓ ରୋହନପ୍ରୀତ ପିଙ୍କ ଆଉଟଫିଟରେ ନଜର ଆସିଛନ୍ତି। ନେହା ଏଯାଏ ତାଙ୍କ ବାହାଘରର ଫଟୋ କିମ୍ବା ଭିଡିଓ ସୋଶାଲ ମିଡିଆରଆ ପୋଷ୍ଟ କରିନାହାନ୍ତି। କିନ୍ତୁ ତାଙ୍କ ଫ୍ୟାନ୍‌ମାନେ ବାହାଘର ବେଳର ଦୃଶ୍ୟକୁ କ୍ୟାମେରାରେ କଏଦୀ କରି ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓରେ ଉଭୟ ବେଦୀ ଚାରିପଟେ ବୁଲୁଥିବା ଦେଖିବାକୁ ମିଳିଛି।

 

View this post on Instagram

 

Nehupreet da Wedding...👰👳‍♀️ . . @nehakakkar @rohanpreetsingh @deepikasdeepclicks @sunny02sheoran . . #nehupreet #NehuDaVyah #nehakakkar #kakkar #kakkarfamily #kakkarsiblings#neheartjyoti🌹 #tonykakkar #sonukakkarofficial #sonukakkar #nehuhappyneheartshappy #nehu #nehudiaries #nehearts #nehakakkarfans #nehakakkarsongs #nehakakkarofficial #nehakakkarlive #nehakakkarlove #nehakakkar💕 #instagram #singer #musician #bollywood

A post shared by Neha Kakkar ☆ (@neheart_jyoti07) on


ମେହେନ୍ଦି ଉତ୍ସବରେ ନେହା ଓ ରୋହନ ସମାନ ରଙ୍ଗର ପୋଷାକ ପିନ୍ଧିଥିଲେ। ଏହାର ଫଟୋକୁ ନେହା ଇନଷ୍ଟାଗ୍ରାମରେ ପୋଷ୍ଟ ମଧ୍ୟ କରିଥିଲେ। ଉଭୟଙ୍କ ହଲଦୀ ଅକ୍ଟୋବର ୨୩ରେ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୨୬ରେ ମୋହାଲିରେ ଉଭୟ ରିସେପସନ ପାର୍ଟି ଦେବେ। ଅକ୍ଟୋବର ୯ରେ ନେହା ଓ ରୋହନପ୍ରୀତଙ୍କ ପ୍ରେମ ସମ୍ପର୍କର ସୂଚନା ମିଳିଥିଲା।

 

View this post on Instagram

 

Mehendi Lagaungi Main Sajna @rohanpreetsingh Ke Naam Ki ♥️🙈😇😇 Wearing @anitadongre 😍😍 Jewellery - @anitadongrepinkcity Styled by: @ruchikapoor Wearing @anitadongrepinkcity Footwears: @italianshoesco Styled by: @ruchikapoor Makeup by @vibhagusain Hair by @deepalid10 Mehendi: @rajumehandiwala6 Photography: @deepikasdeepclicks Mehendi: @rajumehandiwala6 @pataaree (wedding favours) @nayaabjewellery (wedding favours) @omsons_bridal_store ( wedding favours, kaleere and chuda) ♥️🙏🏼 #NehuPreet #NehuDaVyah

A post shared by Neha Kakkar (@nehakakkar) on

Related story