ମାୟାବିନୀ...ଏକ କଳ୍ପନା, ଜଣେ ନେତାଙ୍କ ଡାର୍ଟି ଷ୍ଟୋରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାବେ କିଛି ଅଲଗା। କରେ କିଛି ଅଲଗା। ମୋ’ ସିନେମାରେ ଥାଏ କିଛି ସ୍ୱତନ୍ତ୍ରତା। ସେଇ ସ୍ୱତନ୍ତ୍ରତାକୁ ନେଇ ପୁଣି ଗୋଟେ ପରିକଳ୍ପନା। ଫେସବୁକ୍‌ରେ ଏମିତି ବାର୍ତ୍ତା ଦେଇ ବହୁ ଚର୍ଚ୍ଚିତ ଡବଲ୍‌ ମର୍ଡରକୁ ନେଇ ନୂଆ ଓଡ଼ିଆ ଫିଲ୍ମ ‘ମାୟାବିନୀ….ଏକ କଳ୍ପନା’ ତିଆରି କରିବାକୁ ଯାଉଛନ୍ତି ସିଦ୍ଧାର୍ଥ ମାର୍ଥା। ଏଥର ସଫଳତା ମିଳିବ ବୋଲି ସେ ଆଶା କରିଛନ୍ତି। ଏପରିକି ସେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଫିଲ୍ମର ପୋଷ୍ଟର ଶେଆର କରିଛନ୍ତି। ଲଭ, […]

odisa-film

odisa-film

Manoranjan Sial
  • Published: Tuesday, 18 February 2020
  • Updated: 19 February 2020, 08:48 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାବେ କିଛି ଅଲଗା। କରେ କିଛି ଅଲଗା। ମୋ’ ସିନେମାରେ ଥାଏ କିଛି ସ୍ୱତନ୍ତ୍ରତା। ସେଇ ସ୍ୱତନ୍ତ୍ରତାକୁ ନେଇ ପୁଣି ଗୋଟେ ପରିକଳ୍ପନା। ଫେସବୁକ୍‌ରେ ଏମିତି ବାର୍ତ୍ତା ଦେଇ ବହୁ ଚର୍ଚ୍ଚିତ ଡବଲ୍‌ ମର୍ଡରକୁ ନେଇ ନୂଆ ଓଡ଼ିଆ ଫିଲ୍ମ ‘ମାୟାବିନୀ....ଏକ କଳ୍ପନା’ ତିଆରି କରିବାକୁ ଯାଉଛନ୍ତି ସିଦ୍ଧାର୍ଥ ମାର୍ଥା। ଏଥର ସଫଳତା ମିଳିବ ବୋଲି ସେ ଆଶା କରିଛନ୍ତି। ଏପରିକି ସେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଫିଲ୍ମର ପୋଷ୍ଟର ଶେଆର କରିଛନ୍ତି।

ଲଭ, ମର୍ଡର ଓ ସସ୍‌ପେନ୍ସରେ ଭରପୂର ରହିଛି ‘ମାୟାବିନୀ...ଏକ କଳ୍ପନା’। ସତ୍ୟ ଘଟଣା ଉପରେ ଆଧାରିତ ହେଉଥିବା ଏହି ଫିଲ୍ମ ରେଞ୍ଜ ରୟାଲ୍‌ ସିନେଲାବ୍‌ ପ୍ରଡକ୍‌ସନ୍ସ ହାଉସ୍‌ରେ ନିର୍ମାଣ ହେଉଛି। ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ମାର୍ଥା। ଏହାର ସଂଳାପ ଓ ନିର୍ଦ୍ଦେଶନା ଦେଉଛନ୍ତି ସବିନୟ। ଓଲିଉଡ୍‌ର ଆଗଧାଡ଼ି ନାୟିକାଙ୍କୁ ଏଥିରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଏହାଛଡ଼ା ବଲିଉଡ୍‌ରେ କଳାକାରଙ୍କୁ ସୁଯୋଗ ଦିଆଯିବ। ଭୁବନେଶ୍ୱରରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଏହା କହିଛନ୍ତି ସିଦ୍ଧାର୍ଥ ମାର୍ଥା।

ସୂଚନାରୁ ପ୍ରକାଶ, ସିଦ୍ଧାର୍ଥ ମାର୍ଥା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଓଡ଼ିଆ ଫିଲ୍ମ ତିଆରି କରିଥିଲେ। ମାତ୍ର ଫିଲ୍ମ ରିଲିଜ୍‌ ପୂର୍ବରୁ ବିବାଦରେ ଛନ୍ଦି ହୋଇପଡ଼ିଲା। ଆଜି ପର୍ଯ୍ୟନ୍ତ ସେହି ଫିଲ୍ମ ରିଲିଜ ହୋଇପାରିନି। ଏହି ବିବାଦ ସମାଧାନ ନହେଉଣୁ, ପୁଣି ଏକ ସତ୍ୟ ଘଟଣା ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି ଶ୍ରୀ ମାର୍ଥା। ଏଥର ଛତିଶଗଡ଼ ହମିରପୁର ଡବଲ୍ ମର୍ଡରକୁ ନେଇ ପରିକଳ୍ପନା କରିଛନ୍ତି ‘ମାୟାବିନୀ...ଏକ କଳ୍ପନା’ ଫିଲ୍ମ। ଯେଉଁଥିରେ ରହିଛି ଜଣେ ନେତାଙ୍କ ଲଭ ଓ ମର୍ଡର ଭରପୂର କାହାଣୀ। ଏହା ତାଙ୍କୁ ସଫଳତା ଦେବ ବୋଲି ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story