ଭାଇରାଲ୍ ହେଉଛି ନିକ୍ ଓ ପ୍ରିୟଙ୍କାଙ୍କ ହନିମୁନ୍‌ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଫଟୋ ହେଉଛି ପ୍ରିୟଙ୍କା ଓ ନିକ୍‌ଙ୍କର କେରିବ୍‌ବେନ୍‌ରେ ହନିମୁନ୍‌ ସମୟର। ଏହି ଭିଡିଓରେ ପ୍ରିୟଙ୍କା ଦୋଳି ଖେଳୁଥିବାବେଳେ ନିକ୍‌ ତାଙ୍କ ଭ୍‌ଇଡିଓ ସୁଟ୍‌ କରୁଥିବା ନଜର ଆସିଛି। ଭିଡିଓରେ ପ୍ରିୟଙ୍କା ବେଶ୍‌ ଖୁସି ଥିବା ଜଣାପଡ଼ୁଛି। ସମୁଦ୍ର କୂଳର ମନୋରମ ଦୃଶ୍ୟ, ରୋମାଣ୍ଟିକ ମାହୋଲ ଓ ପ୍ରିୟଙ୍କାଙ୍କ ଦୋଳି ଖେଳିବାର ଅନ୍ଦାଜ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏହି ଫଟୋ ଓ ଭିଡିଓ […]

vv-1

Chinmayee Roy
  • Published: Saturday, 12 January 2019
  • , Updated: 12 January 2019, 06:43 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଫଟୋ ହେଉଛି ପ୍ରିୟଙ୍କା ଓ ନିକ୍‌ଙ୍କର କେରିବ୍‌ବେନ୍‌ରେ ହନିମୁନ୍‌ ସମୟର। ଏହି ଭିଡିଓରେ ପ୍ରିୟଙ୍କା ଦୋଳି ଖେଳୁଥିବାବେଳେ ନିକ୍‌ ତାଙ୍କ ଭ୍‌ଇଡିଓ ସୁଟ୍‌ କରୁଥିବା ନଜର ଆସିଛି। ଭିଡିଓରେ ପ୍ରିୟଙ୍କା ବେଶ୍‌ ଖୁସି ଥିବା ଜଣାପଡ଼ୁଛି। ସମୁଦ୍ର କୂଳର ମନୋରମ ଦୃଶ୍ୟ, ରୋମାଣ୍ଟିକ ମାହୋଲ ଓ ପ୍ରିୟଙ୍କାଙ୍କ ଦୋଳି ଖେଳିବାର ଅନ୍ଦାଜ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏହି ଫଟୋ ଓ ଭିଡିଓ ଗୁଡ଼ିକୁ ପ୍ରିୟଙ୍କା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି।

https://www.instagram.com/p/Bser-pMnsYD/?utm_source=ig_web_copy_link

ଏହି ଭିଡିଓ ବ୍ୟତୀତ ତାଙ୍କ ହନିମୁନର ଆହୁରି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ମଧ୍ୟ ଫ୍ୟାନ୍‌ମାନେ ବହୁ ପସନ୍ଦ କରୁଛନ୍ତି। ପ୍ରିୟଙ୍କା ଓ ନିକ୍‌ଙ୍କର ଫଟୋ ଓ ଭିଡିଓକୁ ବରମ୍ବାର ଦେଖାଯାଉଛି।

https://www.instagram.com/p/BsgRU8QD-8G/?utm_source=ig_web_copy_link

https://www.instagram.com/p/BseS1WIA66S/?utm_source=ig_web_copy_link

ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କର ବିବାହ ଗତବର୍ଷ ଡିସେମ୍ବର୧-୨ରେ ଯୋଧପୁର୍‌ର ଉମୈଦ ଭବନ୍‌ରେ ହୋଇଥିଲା।

ଏହାପରେ ଡିସେମ୍ବର ୪ରେ ପ୍ରିୟଙ୍କା ଓ ନିକ୍‌ଙ୍କର ରିସେପ୍‌ସନ୍‌ର ଆୟୋଜନ ଦିଲ୍ଲୀରେ ହୋଇଥିଲା। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମଧ୍ୟ ସାମିଲ୍‌ ହୋଇଥିଲେ।

Related story