ଯାତ୍ରାକୁ ଓମିକ୍ରନ୍‌ ଛାଟ, ୧୦୦୦ ଦର୍ଶକଙ୍କୁ ନେଇ ଚାଲିବ ମଞ୍ଚ ନାଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରାକୁ ଲାଗିଛି ଓମିକ୍ରନ୍‌ ଛାଟ। ୧୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦେଇଛନ୍ତି। ଆଜି ରାଜ୍ୟ ସରକାର ଜାନୁଆରୀ ମାସର ଗାଇଡ୍‌ଲାଇନ୍‌ରେ ଏପରି ସର୍ତ୍ତ ରଖିଛନ୍ତି। ପୂର୍ବରୁ ସରକାରଙ୍କ ଏପରି ସର୍ତ୍ତକୁ ନେଇ ହଲ୍ଲାପଟା କରିଥିଲେ କଳାକାର ଓ ଯାତ୍ରା ପାର୍ଟି ମାଲିକ। ୧୦୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିହେବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଆନ୍ଦୋଳନ ଓ ପ୍ରତିବାଦ ପରେ ରାଜ୍ୟ ସରକାର ନିୟମରେ ସାମାନ୍ୟ କୋହଳ କରିଥିଲେ। […]

jatra

jatra

Manoranjan Sial
  • Published: Thursday, 30 December 2021
  • Updated: 30 December 2021, 09:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରାକୁ ଲାଗିଛି ଓମିକ୍ରନ୍‌ ଛାଟ। ୧୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦେଇଛନ୍ତି। ଆଜି ରାଜ୍ୟ ସରକାର ଜାନୁଆରୀ ମାସର ଗାଇଡ୍‌ଲାଇନ୍‌ରେ ଏପରି ସର୍ତ୍ତ ରଖିଛନ୍ତି। ପୂର୍ବରୁ ସରକାରଙ୍କ ଏପରି ସର୍ତ୍ତକୁ ନେଇ ହଲ୍ଲାପଟା କରିଥିଲେ କଳାକାର ଓ ଯାତ୍ରା ପାର୍ଟି ମାଲିକ। ୧୦୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିହେବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଆନ୍ଦୋଳନ ଓ ପ୍ରତିବାଦ ପରେ ରାଜ୍ୟ ସରକାର ନିୟମରେ ସାମାନ୍ୟ କୋହଳ କରିଥିଲେ। ୫୦% ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ। ଏହା ପରଠାରୁ ସହରାଞ୍ଚଳକୁ ଛାଡ଼ି ରାଜ୍ୟର କୋଣ ଅନୁକୋଣରେ ଯାତ୍ରା ପରିବେଷଣ ହେଉଥିଲା।

ଏବେ ପୁଣି ଥରେ ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନ ୫ ଜଣ ଓମିକ୍ରମ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଜାନୁଆରୀ ମାସର ଗାଇଡ୍‌ଲାଇନ୍‌ରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେଇଥିଲେ ମଧ୍ୟ ଦର୍ଶକଙ୍କ ସଂଖ୍ୟା କମାଇଛନ୍ତି। ଅର୍ଥାତ ୧୦୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଏଥିସହ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ସ୍ଥିତିରେ କେମିତି ଯାତ୍ରା ପରିବେଷଣ ହେବ? ତାହା ଭବିଷ୍ୟତରେ ଦେଖିବାକୁ ମିଳିବ।

ମହାମାରୀ କରୋନା ଯାତ୍ରା ଇଣ୍ଡଷ୍ଟ୍ରୀକୁ ଘାଇଲା କରିଛି। ଦୀର୍ଘ ଦୁଇ ବର୍ଷ ଧରି ଦେଇ ଚାଲିଛି ଯନ୍ତ୍ରଣା। କେତେବେଳେ ମଞ୍ଚ ଖୋଲୁଛି ଓ ବନ୍ଦ ହେଉଛି, କେହି ଜାଣିପାରୁ ନାହାନ୍ତି। ଯାହାକୁ ନେଇ ବ୍ୟତିବ୍ରସ୍ତ ହୋଇପଡ଼ିଛନ୍ତି କଳାକାର। ଯେଉଁଥିପାଇଁ କିଏ ଅଭିନୟ ପେଶାଠାରୁ ଦୂରେଇ ଯାଇ ଅନ୍ୟ ବେଉସାରେ ମାତିଛି ତ ଆଉ କିଏ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଉଛି। କରୋନାର କୋପ୍‌ କମିବା ପରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେଇଥିଲେ ରାଜ୍ୟ ସରକାର। ମାତ୍ର ରଖିଥିଲେ କଡ଼ା ସର୍ତ୍ତ। ସେଥିରେ ଯାତ୍ରା ପରିବେଷଣ କରିବା କଷ୍ଟକର ହୋଇଥିଲା। ଏହାକୁ ନେଇ ହୋ-ହଲ୍ଲା ହେବା ପରେ ରାଜ୍ୟ ସରକାର ନିୟମରେ ସାମାନ୍ୟ କୋହଳ କରିଥିଲେ। ଯାହାଫଳରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତ୍ରା ପରିବେଷଣ। ଏପରି ସ୍ଥିତି ନୂଆ ଗାଇଡ୍‌ଲାଇନ୍‌ ଯାତ୍ରା ପାର୍ଟି ମାଲିକଙ୍କ ଚିନ୍ତା ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story