ମିଷ୍ଟର ଝକାସ ଅସୁସ୍ଥ, ଜର୍ମାନୀରେ ଚାଲିଛି ଚିକିତ୍ସା

ମୁମ୍ବାଇ:  ଅସୁସ୍ଥ ହୋଇ ପଡ଼ିଛନ୍ତି ବଲିଉଡର ମିଷ୍ଟର ଝକାସ ଅନିଲ କପୁର । ୬୦ ପରେ ବି ଚଳଚଞ୍ଚଳ ରହୁଥିବା ତଥା ସବୁବେଳେ ବିନ୍ଦାସ ରହୁଥିବା ମିଷ୍ଟର ଇଣ୍ଡିଆ ଏବେ ଚିକିତ୍ସା ନିମନ୍ତେ ଜର୍ମାନୀରେ ଅଛନ୍ତି। ଏକ ଭିଡଓ ଶେଆର କରି ଏ ନେଇ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ଏଭରଗ୍ରୀନ୍‌ ଅନିଲ କପୁର। ଇନଷ୍ଟାରେ ଶେଆର କରିଥିବା ଭିଡିଓରେ ଅନୀଲ ବରଫ ଆଚ୍ଛାଦିତ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାହାର ମଜା ନେଉଥିବା ଦେଖିବାକୁ […]

anil-kapoor

anil-kapoor

Niharika Rout
  • Published: Saturday, 27 November 2021
  • Updated: 27 November 2021, 09:47 AM IST

Sports

Latest News

ମୁମ୍ବାଇ:  ଅସୁସ୍ଥ ହୋଇ ପଡ଼ିଛନ୍ତି ବଲିଉଡର ମିଷ୍ଟର ଝକାସ ଅନିଲ କପୁର । ୬୦ ପରେ ବି ଚଳଚଞ୍ଚଳ ରହୁଥିବା ତଥା ସବୁବେଳେ ବିନ୍ଦାସ ରହୁଥିବା ମିଷ୍ଟର ଇଣ୍ଡିଆ ଏବେ ଚିକିତ୍ସା ନିମନ୍ତେ ଜର୍ମାନୀରେ ଅଛନ୍ତି। ଏକ ଭିଡଓ ଶେଆର କରି ଏ ନେଇ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ଏଭରଗ୍ରୀନ୍‌ ଅନିଲ କପୁର।

ଇନଷ୍ଟାରେ ଶେଆର କରିଥିବା ଭିଡିଓରେ ଅନୀଲ ବରଫ ଆଚ୍ଛାଦିତ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାହାର ମଜା ନେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ସେ ଲେଖିଛନ୍ତି- “ବରଫରେ ଏକଦମ ପରଫେକ୍ଟ ୱାକ୍‌। ଜର୍ମାନୀରେ ଶେଷ ଦିନ । ମୋ ଚିକିତ୍ସାର ଶେଷ ଦିନରେ ଡା.ମୁଲରଙ୍କୁ ସାକ୍ଷାତ ନିମନ୍ତେ ଯାଉଛି। ତାଙ୍କ ଯାଦୁ ସ୍ପର୍ଶ ପାଇଁ ତାଙ୍କ ପ୍ରତି ସବୁ ଦିନ ଲାଗି କୃତଜ୍ଞ।”

ଅନିଲ ଏହି ଭିଡିଓ ପୋଷ୍ଟ କରିବା ପରେ ଫ୍ୟାନ୍ସମାନେ ଏହାକୁ ଲାଇକ୍‌ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏପରିକି ଅନିଲଙ୍କ ପତ୍ନୀ ସୁନିତା କପୁର ଓ ଅଭିନେତ୍ରୀ ନିତୁ କପୁର ମଧ୍ୟ ଏହାକୁ ଲାଇକ୍‌ କରିଛନ୍ତି। ଦୀର୍ଘ ବର୍ଷ ହେଲାଣି ଅନିଲ ପାଦରେ ଯନ୍ତ୍ରଣାଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି। ଏହାର ଚିକିତ୍ସା ନିମନ୍ତେ ନିଜ ଟାଇଟ୍‌ ସିଡ୍ୟୁଲରୁ ବ୍ରେକ୍‌ ନେଇ ସେ ଜର୍ମାନୀ ଯାଇଛନ୍ତି।

ୱର୍କଫ୍ରଣ୍ଟ କଥା କହିଲେ ଅନିଲ କପୁର ଶେଷ ଥର ପାଇଁ ଅନୁରାଗ କଶ୍ୟପଙ୍କ ଥ୍ରୀଲର ଫିଲ୍ମ ‘ଏକେ ଭର୍ସେସ୍‌ ଏକେ’ ରେ ଦେଖା ଯାଇଥିଲେ। ଏହାବାଦ ‘ଆନିମଲ’, ‘ୟୁଗ ୟୁଗ ଜିଓ’ରେ ବି ନଜର ଆସିବେ। ଏହି ଫିଲ୍ମରେ ସେ ନୀତୁ କପୁରଙ୍କ ସହ ସ୍କ୍ରିନ୍‌ ଶେଆର କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story