ଟିଏମ୍‌ସି ସାଂସଦ କହିଲେ- ପ୍ରେମ କରିବା ଭାରି ମୁସ୍‌କିଲ୍‌

କୋଲକାତା: ପ୍ରଥମେ ଲୁଚା ଛପା, ଧରାପଡିବା ପରେ ନା..ନା..। ପରେ ଫିଟୋ ଶେଆର କରି ଇସାରା ଦେବା। ଆଉ ଏବେ ଖୁଲମଖୁଲା। ବଙ୍ଗୀୟ ଅଭିନେତ୍ରୀ ତଥା ତ୍ରୁଣମୂଳ ସାଂସଦ ନୁସରତ ଜାହାଁ ଅଭିନେତା ୟଶଦାସ ଗୁପ୍ତାଙ୍କ ସହ ଥିବା ପ୍ରେମ ସମ୍ପର୍କର ଖୁଲାସା କରିଛନ୍ତି। ସେ ସର୍ବସମ୍ମୁଖରେ ବଖାଣିଛନ୍ତି ନିଜ ପ୍ରେମ କାହାଣୀ। ଆଉ କହିଛନ୍ତି, ‘ପ୍ରେମ କରିବା ସତରେ ଭାରି ମୁସ୍‌କିଲ୍‌।’ ନୁସରତ ନିକଟରେ ନିଜ ରେଡିଓ ଶୋ’ରେ ୟଶ୍‌ଙ୍କ ସହ ଥିବା ତାଙ୍କ ସମ୍ପର୍କକୁ […]

Nushrat and yash dashgupta

Nushrat and yash dashgupta

Madhupriya Mistry
  • Published: Thursday, 30 December 2021
  • Updated: 30 December 2021, 06:04 PM IST

Sports

Latest News

କୋଲକାତା: ପ୍ରଥମେ ଲୁଚା ଛପା, ଧରାପଡିବା ପରେ ନା..ନା..। ପରେ ଫିଟୋ ଶେଆର କରି ଇସାରା ଦେବା। ଆଉ ଏବେ ଖୁଲମଖୁଲା। ବଙ୍ଗୀୟ ଅଭିନେତ୍ରୀ ତଥା ତ୍ରୁଣମୂଳ ସାଂସଦ ନୁସରତ ଜାହାଁ ଅଭିନେତା ୟଶଦାସ ଗୁପ୍ତାଙ୍କ ସହ ଥିବା ପ୍ରେମ ସମ୍ପର୍କର ଖୁଲାସା କରିଛନ୍ତି। ସେ ସର୍ବସମ୍ମୁଖରେ ବଖାଣିଛନ୍ତି ନିଜ ପ୍ରେମ କାହାଣୀ। ଆଉ କହିଛନ୍ତି, 'ପ୍ରେମ କରିବା ସତରେ ଭାରି ମୁସ୍‌କିଲ୍‌।'

ନୁସରତ ନିକଟରେ ନିଜ ରେଡିଓ ଶୋ'ରେ ୟଶ୍‌ଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। କିଭଳି ତାଙ୍କର ଦେଖାସାକ୍ଷାତ ହେଲା? କେମିତି ଦୁହେଁ ନିକଟତର ହେଲେ? କିଭଳି ତାଙ୍କ ସମ୍ପର୍କ ଆଗକୁ ବଢ଼ିଲା? ଏ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଟିଏମ୍‌ସି ସାଂସଦ।

इन वजहों से थीं खबरों में ..

ନିକଟରେ 'ଇସ୍କ ୱିଥ୍‌ ନୁସରତ' ରେଡିଓ ଶୋ'ରେ ଯୋଗ ଦେଇଥିଲେ ଅଭିନେତା ୟଶ ଦାସଗୁପ୍ତା। ଏହି ଶୋ'କୁ ତାଙ୍କ ଲଭ୍‌ଲେଡି ନୁସରତ ହୋଷ୍ଟ କରୁଥିଲେ। ଏହି ସମୟରେ ନୁସରତ ୟଶ୍‌ ଦାସଗୁପ୍ତାଙ୍କୁ କିଭଳି ଭଲ ପାଇଥିଲେ ତାହା ବଖାଣିଛନ୍ତି। ସେ କୁଆଡେ ୟଶ୍‌ଙ୍କ ସହ ଫେରାର ହୋଇଯାଇଥିଲେ ରେଡିଓ କାର୍ଯ୍ୟକ୍ରମ ଜରିଆରେ ଖୁଲାସା କରିଛନ୍ତି।  ନୁସରତ କହିଛନ୍ତି 'ମୁଁ ୟଶ୍‌ଙ୍କ ଫେରାର ହୋଇଯାଇଥିଲି। ଏହା ମୋର ପସନ୍ଦ ଆଉ ମୋ ଇଚ୍ଛା। ଆଉ ଆଗକୁ କ'ଣ ଘଟିଥିଲା ତାହା ସମସ୍ତେ ଜାଣନ୍ତି।'

ନୁସରତ ଆହୁରି କହିଛନ୍ତି, 'ପ୍ରତିଦିନ ପରସ୍ପର ସହ ପ୍ରେମ ଆଉ ହସଖୁସିରେ ମିଶିବା ଏତେ ସହଜ ନୁହେଁ। ପ୍ରେମ କରିବା ଭାରି ମୁସ୍‌କିଲ୍‌। କିନ୍ତୁ ଏହା ସତ ଯେ ଆପଣ ନିଜ ପ୍ରେମ ସହ ହିଁ ଅନେକ ଗୁଡିଏ ଜିନିଷ ଡିଲ୍‌ କରିପାରିବେ।'

Nusrat Jahan And Yash Dasgupta Posed Together For A Durga Puja-special  Photoshoot | पहले पति को छोड़ Nusrat Jahan ने Yash Dasgupta के साथ करवाया  रोमांटिक फोटोशूट, सामने आईं ऐसी तस्वीरें

ତେବେ ଏହି ରେଡିଓ ଶୋ' ଜରିଆରେ ନୁସରତ ତାଙ୍କ ପ୍ରେମକୁ ସ୍ୱୀକାର କରିଥିଲେ ସୁଦ୍ଧା ଏବେ ଯାଏଁ ନିଜ ବିବାହକୁ ନେଇ ସିକ୍ରେଟ୍‌ ରଖିଛନ୍ତି। ଖବରଅନୁଯାୟୀ, ଯଦିଓ ଅଭିନେତ୍ରୀ ଏପର୍ଯ୍ୟନ୍ତ ଚୁପ୍ ରହିଛନ୍ତି, କିନ୍ତୁ ନୁସରତ ଏବଂ ୟଶ୍‌ ଦାସଗୁପ୍ତା ପରସ୍ପର ସହ ବିବାହ କରି ସାରିଛନ୍ତି।

ସୂଚନା ମୁତାବକ, ଟିଏମ୍‌ସି ସାଂସଦ ନୁସରତ ଦୀର୍ଘ ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବେ ତାଙ୍କ ପ୍ରଥମ ସ୍ୱାମୀ ନିଖିଲ ଜୈନ୍‌ଙ୍କ ସହ ଅପଡ ଆଉ ଛାଡପତ୍ର ଖବର ସାମ୍ନାକୁ ଆସିଥିଲା। ତା'ପରେ ନୁସରତଙ୍କ ୟଶ୍‌ ଦାସଗୁପ୍ତାଙ୍କ ସହ ଲିଭ୍‌ ଇନ୍‌ ରହିବା ଓ ପୁଅକୁ ନେଇ ଖବର ଚର୍ଚ୍ଚାକୁ ଆସିଲା। ଏବେ ଶେଷରେ ଅଭିନେତ୍ରୀ ଦାସଗୁପ୍ତାଙ୍କ ସହିତ ତାଙ୍କ ପ୍ରେମକୁ ସ୍ୱୀକାର କରିନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story