ଅକ୍ଟୋବର ୩୦ରେ ରିଲିଜ୍ ହେବ ଥ୍ରୀଲର୍ ଫିଲ୍ମ ‘ମେ ଔର୍ ଚାର୍ଲସ୍’

ମୁମ୍ୱାଇ: ଗୋଟିଏ ପରେ ଗୋଟିଏ କ୍ରାଇମ୍ କରି ଚାଲିଛି ଚାର୍ଲସ୍। ନା ଛାଡୁଛି କିଛି ପ୍ରମାଣ, ନା ପୋଲିସ ପାଉଛି କିଛି ସୁରାକ୍। କିନ୍ତୁ ଅପରାଧୀକୁ ଧରିବାର ଆଶା ଛାଡ଼ି ନାହାନ୍ତି ପୋଲିସ୍ ଅଫିସର ଅମୋଦ କାନ୍ତ। ଏମିତି କିଛି ମିଷ୍ଟ୍ରିୟସ୍ ଷ୍ଟୋରୀ ଲାଇନକୁ ନେଇ ଆସୁଛି ବଲିଉଡ୍ ଥ୍ରୀଲର୍ ଡ୍ରାମା ‘ମେ ଔର୍ ଚାର୍ଲସ୍’। ଫିଲ୍ମଟି ସିରିଆଲ୍ କିଲର୍ ଚାର୍ଲସ୍ ଶୋଭରାଜଙ୍କ ଉପରେ ଆଧାରିତ ହୋଇଥିବା ଚର୍ଚ୍ଚା ହେଉଛି। ଫିଲ୍ମରେ ଚାର୍ଲସ୍ ଭୂମିକାରେ ଅଭିନୟ କରିଛନ୍ତି […]

main-aur-charles

main-aur-charles

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 01:05 PM IST

Sports

Latest News

ମୁମ୍ୱାଇ: ଗୋଟିଏ ପରେ ଗୋଟିଏ କ୍ରାଇମ୍ କରି ଚାଲିଛି ଚାର୍ଲସ୍। ନା ଛାଡୁଛି କିଛି ପ୍ରମାଣ, ନା ପୋଲିସ ପାଉଛି କିଛି ସୁରାକ୍। କିନ୍ତୁ ଅପରାଧୀକୁ ଧରିବାର ଆଶା ଛାଡ଼ି ନାହାନ୍ତି ପୋଲିସ୍ ଅଫିସର ଅମୋଦ କାନ୍ତ। ଏମିତି କିଛି ମିଷ୍ଟ୍ରିୟସ୍ ଷ୍ଟୋରୀ ଲାଇନକୁ ନେଇ ଆସୁଛି ବଲିଉଡ୍ ଥ୍ରୀଲର୍ ଡ୍ରାମା ‘ମେ ଔର୍ ଚାର୍ଲସ୍’। ଫିଲ୍ମଟି ସିରିଆଲ୍ କିଲର୍ ଚାର୍ଲସ୍ ଶୋଭରାଜଙ୍କ ଉପରେ ଆଧାରିତ ହୋଇଥିବା ଚର୍ଚ୍ଚା ହେଉଛି। ଫିଲ୍ମରେ ଚାର୍ଲସ୍ ଭୂମିକାରେ ଅଭିନୟ କରିଛନ୍ତି ରଣଦୀପ୍ ହୁଦା ଓ ତାଙ୍କ ପଛରେ ପଡ଼ିଥିବା ପୋଲିସ୍ ଅଫିସର୍ ସାଜିଛନ୍ତି ଆଦିଲ୍ ହୁସେନ୍। ପ୍ରୱାଲ୍ ରମଣଙ୍କ ନିର୍ଦ୍ଦେଶିତ ମେ ଔର୍ ଚାର୍ଲସ୍ ଅକ୍ଟୋବର ୩୦ରେ ପରଦାକୁ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story