'ପ୍ରାକୃତିକ ବର୍ଷାରେ ରୋମାନ୍ସ କରିବାର ସୁଯୋଗ ମିଳିନି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଜୀବନରେ ପ୍ରାୟ ଅଧିକାଂଶ କେବେ ନା କେବେ ପ୍ରେମ କରିଥିବେ। କିଛି ଲୋକ ଏତେ ରଙ୍ଗୀନ୍‌ ମିଜାଜ୍‌ର ହୋଇଥା’ନ୍ତି ଯେ ପ୍ରେମ କରିବା ପାଇଁ ସେମାନଙ୍କୁ ରୋମାଣ୍ଟିକ୍‌ ପାଗ ଦରକାର। ପ୍ରେମ ପାଇଁ ପାଗ ଖୋଜୁଥିବା ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ଓଲିଉଡ୍‌ର ଲୋକପ୍ରିୟ ଓ ବରିଷ୍ଠ ଅଭିନେତା ମିହିର୍‌ ଦାସ୍‌। ଅବଶ୍ୟ ରିୟଲ୍‌ ନୁହେଁ ଆମେ କହୁଛୁ ତାଙ୍କ ରିଲ୍‌ ଜୀବନର କଥା। ମିହିର୍‌ଙ୍କ କହିବା ଅନୁଯାୟୀ, ପ୍ରେମ କରିବାକୁ ତାଙ୍କୁ ଭଲ ଲାଗେ, […]

mihi

mihi

Biswobandita Swain
  • Published: Thursday, 08 November 2018
  • Updated: 08 November 2018, 05:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଜୀବନରେ ପ୍ରାୟ ଅଧିକାଂଶ କେବେ ନା କେବେ ପ୍ରେମ କରିଥିବେ। କିଛି ଲୋକ ଏତେ ରଙ୍ଗୀନ୍‌ ମିଜାଜ୍‌ର ହୋଇଥା'ନ୍ତି ଯେ ପ୍ରେମ କରିବା ପାଇଁ ସେମାନଙ୍କୁ ରୋମାଣ୍ଟିକ୍‌ ପାଗ ଦରକାର। ପ୍ରେମ ପାଇଁ ପାଗ ଖୋଜୁଥିବା ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ଓଲିଉଡ୍‌ର ଲୋକପ୍ରିୟ ଓ ବରିଷ୍ଠ ଅଭିନେତା ମିହିର୍‌ ଦାସ୍‌। ଅବଶ୍ୟ ରିୟଲ୍‌ ନୁହେଁ ଆମେ କହୁଛୁ ତାଙ୍କ ରିଲ୍‌ ଜୀବନର କଥା।

ମିହିର୍‌ଙ୍କ କହିବା ଅନୁଯାୟୀ, ପ୍ରେମ କରିବାକୁ ତାଙ୍କୁ ଭଲ ଲାଗେ, କିନ୍ତୁ ବର୍ଷାରେ।

ରିୟଲ୍‌ ଲାଇଫ୍‌ରେ ବର୍ଷା ତାଙ୍କର କେତେ ପ୍ରିୟ ଏବଂ ସେ କେବେ ରିଲ୍‌ ଲାଇଫ୍‌ରେ ପ୍ରାକୃତିକ ବର୍ଷାରେ ଅଭିନେତ୍ରୀଙ୍କ ସହ ରୋମାନ୍ସ୍‌ ଦୃଶ୍ୟ କରିଛନ୍ତି କି ପ୍ରଶ୍ନର ଉତ୍ତରରେ ମିହିର୍‌ ଏମିତି କିଛି କହିଛନ୍ତି।

ଅନେକ ଫିଲ୍ମର ବର୍ଷା ଦୃଶ୍ୟରେ ସେ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିଥିବା ଦେଖାଯାଇଛି। ତେବେ କେବେ ବି ପ୍ରାକୃତିକ ବର୍ଷାରେ ଏପରି ରୋମାନ୍ସ ଦୃଶ୍ୟ ପାଇଁ ତାଙ୍କୁ ସୁଯୋଗ ମିଳି ନଥିବା ସେ କହିଛନ୍ତି।

ନିକଟରେ ଶୁଟିଂ ଚାଲିଥିବା ଏକ ଫିଲ୍ମର ଏକ ଦୃଶ୍ୟରେ କୃତ୍ରିମ ବର୍ଷାରେ ମିହିର୍‌ ହିରୋଇନ୍‌ଙ୍କ ସହ ରୋମାନ୍ସ କରିଛନ୍ତି।

ତେବେ ଏହି କୃତ୍ରିମ ବର୍ଷାରେ ରୋମାନ୍ସ କରିବା ଅଭ୍ୟାସଗତ ହୋଇଗଲାଣି ବୋଲି ସେ କହିଛନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story