ଅଭିନେତ୍ରୀ ପିଆଲିଙ୍କ ଜୀବନର ଦୁଇଟି ଡ୍ରିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୁଲବୁଲି ଓଡ଼ିଆ ଅଭିନେତ୍ରୀ ପିଆଲି। ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ଓଡ଼ିଆ ଫିଲ୍ମ `ପାପ’ରେ ସେ ଏଲିନାଙ୍କ ସାନ ଭଉଣୀ ଭୂମିକାରେ ନଜର ଆସିବେ। ନିକଟରେ ଓଟିଭିର ଗପସପ ପ୍ରୋଗ୍ରାମରେ ତାଙ୍କ ଜୀବନର ଦୁଇଟି ଡ୍ରିମ୍ ବିଷୟରେ କହିଛନ୍ତି ପିଆଲି। ସେ କହିଛନ୍ତି, ମୁଁ ଫେମସ ହିରୋଇନ୍‌ ହେବାକୁ ଚାହେଁ । ନଚେତ ଏମିତି ଜଣେ ମଣିଷ ହେବାକୁ ଚାହେଁ ଯିଏକି ଲୋକଙ୍କ ସହାୟତ କରୁଥିବ । ଏଭଳି ଜଣେ ମଣିଷ ହେବା ପାଇଁ […]

piyalee

piyalee

Madhupriya Mistry
  • Published: Monday, 04 January 2021
  • Updated: 04 January 2021, 12:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୁଲବୁଲି ଓଡ଼ିଆ ଅଭିନେତ୍ରୀ ପିଆଲି। ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ଓଡ଼ିଆ ଫିଲ୍ମ `ପାପ'ରେ ସେ ଏଲିନାଙ୍କ ସାନ ଭଉଣୀ ଭୂମିକାରେ ନଜର ଆସିବେ। ନିକଟରେ ଓଟିଭିର ଗପସପ ପ୍ରୋଗ୍ରାମରେ ତାଙ୍କ ଜୀବନର ଦୁଇଟି ଡ୍ରିମ୍ ବିଷୟରେ କହିଛନ୍ତି ପିଆଲି। ସେ କହିଛନ୍ତି, ମୁଁ ଫେମସ ହିରୋଇନ୍‌ ହେବାକୁ ଚାହେଁ । ନଚେତ ଏମିତି ଜଣେ ମଣିଷ ହେବାକୁ ଚାହେଁ ଯିଏକି ଲୋକଙ୍କ ସହାୟତ କରୁଥିବ । ଏଭଳି ଜଣେ ମଣିଷ ହେବା ପାଇଁ ସେ ଲୋକଙ୍କ ଆଶୀର୍ବାଦ ମାଗିଛନ୍ତି ।

ସେ ଆହୁରି କହିଛନ୍ତି, ଯେ ପରିବାର ଏବଂ ତାଙ୍କ ବାପାଙ୍କ ସପୋର୍ଟ ଲାଗି ଆଜି ସେ ଅଭିନେତ୍ରୀ ହୋଇପାରିଛନ୍ତି । ମିଷ୍ଟଭାଷୀ ପିଆଲିଙ୍କ ଡ୍ରଇଂ କରିବା ହବି ରହିଛି ।  ଡ୍ୟାନ୍ସ କରିବା ସହ ମିରର ଆଗରେ ନିଜ ସହ କଥା ହେବାକୁ ପସନ୍ଦ କରନ୍ତି ଏହି ଓଡ଼ିଆ ଅଭିନେତ୍ରୀ ଜଣକ।  ଓଟିଭିର ଗପସପ ପ୍ରୋଗ୍ରାମରେ ସେ ନିଜେ ଏହି କଥାର ଖୁଲାସା କରିଛନ୍ତି ।

ଅପକମିଂ ଫିଲ୍ମ `ପାପ' ଶୁଟିଂ ସମୟରେ ପିଆଲି ଭୟଭିତ ହୋଇପଡିଥିଲେ । ସେ ସମସ୍ତଙ୍କ ସହ କିଭଳି ମିଳାମିଶା କରିବେ ତାକୁ ନେଇ ଚିନ୍ତିତ ହୋଇପଡିଥିଲେ । ପରେ ଧୀରେ ଧୀରେ ସେ ସମସ୍ତଙ୍କ ସହ ମିଶି ଅନେକ କଥା ଶିଖିଥିବା କହିଛନ୍ତି ।

ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ଫିଲ୍ମ `ପାପ'ରେ ପିଆଲିଙ୍କୁ ଅଭିନେତ୍ରୀ ଏଲିନାଙ୍କ ସାନ ଭଉଣୀ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ସେ ଜଣେ ଚୁଲବୁଲି ଝିଅର ଚରିତ୍ରରେ ନଜର ଆସିବେ । ଏକ ଭିନ୍ନ କାହାଣୀକୁ ନେଇ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ତିଆରି ହୋଇଛି । ଫିଲ୍ମର ଲିଡ୍‌ ରୋଲରେ ଏଲିନା ସାମନ୍ତରାୟ ଥିବା ବେଳେ ତାଙ୍କ ଅପୋଜିଟରେ ଅଛନ୍ତି ଅଭିନେତା ଅଙ୍କିତ କୁମାର। ଅନ୍ୟ ପ୍ରମୁଖ ଭୂମିକାରେ ଅଶ୍ରୁମୋଚନ ଏବଂ ଅଭିଷେକଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story