ଜାନୁଆରୀରେ ଆସିବ ‘ଓକେ ଜାନୁ’

ମୁମ୍ବାଇ: ପୁଣି ଏକାଠି ଦେଖିବାକୁ ମିଳିବ ‘ଆଶିକୀ-୨’ ଷ୍ଟାର ଆଦିତ୍ୟ ରାୟ କପୁର ଓ ଶ୍ରଦ୍ଧା କପୁରଙ୍କୁ। ଆସନ୍ତାବର୍ଷ ଜାନୁଆରୀ ୧୩ ତାରିଖରେ ବି-ଟାଉନ୍‌କୁ ଆସିବ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌କୁ ନେଇ ନିର୍ମିତ ଫିଲ୍ମ ‘ଓକେ ଜାନୁ’। ଏହି ଫିଲ୍ମଟି ମଣି ରତ୍ନମ୍‌ଙ୍କ ତାମିଲ୍‌ ଫିଲ୍ମ ‘ଓକେ କନ୍‌ମନି’ର ରିମେକ୍‌। ଶାଦ୍‌ ଅଲ୍ଲି ଓ କରନ୍‌ ଜୋହରଙ୍କ ହୋମ୍‌ ପ୍ରଡକ୍ସନରେ ଏହି ଫିଲ୍ମ ନିର୍ମାଣ କରାଯାଉଛି।ଏନେଇ ଆଜି ସୋସିଆଲ୍‌ ମିଡିଆରେ ଟ୍ୱିଟ୍‌ କରିଛନ୍ତି କରନ୍‌ ଜୋହର। ଏହି ଫିଲ୍ମ ପାଇଁ […]

ok-janu

Rakesh Mallick
  • Published: Monday, 16 May 2016
  • , Updated: 16 May 2016, 04:39 PM IST

ମୁମ୍ବାଇ: ପୁଣି ଏକାଠି ଦେଖିବାକୁ ମିଳିବ ‘ଆଶିକୀ-୨’ ଷ୍ଟାର ଆଦିତ୍ୟ ରାୟ କପୁର ଓ ଶ୍ରଦ୍ଧା କପୁରଙ୍କୁ। ଆସନ୍ତାବର୍ଷ ଜାନୁଆରୀ ୧୩ ତାରିଖରେ ବି-ଟାଉନ୍‌କୁ ଆସିବ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌କୁ ନେଇ ନିର୍ମିତ ଫିଲ୍ମ ‘ଓକେ ଜାନୁ’। ଏହି ଫିଲ୍ମଟି ମଣି ରତ୍ନମ୍‌ଙ୍କ ତାମିଲ୍‌ ଫିଲ୍ମ ‘ଓକେ କନ୍‌ମନି’ର ରିମେକ୍‌। ଶାଦ୍‌ ଅଲ୍ଲି ଓ କରନ୍‌ ଜୋହରଙ୍କ ହୋମ୍‌ ପ୍ରଡକ୍ସନରେ ଏହି ଫିଲ୍ମ ନିର୍ମାଣ କରାଯାଉଛି।ଏନେଇ ଆଜି ସୋସିଆଲ୍‌ ମିଡିଆରେ ଟ୍ୱିଟ୍‌ କରିଛନ୍ତି କରନ୍‌ ଜୋହର।

ଏହି ଫିଲ୍ମ ପାଇଁ ଖୁବ୍‌ଶୀଘ୍ର ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ଏହି ଫିଲ୍ମରେ ଦୁଇ ଯୁବ ପ୍ରେମିକ ଲିଭ୍‌-ଇନ୍‌-ରିଲେସନ୍‌ରେ ରହି କିପରି ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହେଉଛନ୍ତି ତାହା ଚିତ୍ରିତ କରାଯାଇଛି।

Related story