୧୮ବର୍ଷ ଧରି ଅନୁଭବ ଡାଇବେଟିସ୍‌ରେ ପୀଡ଼ିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ବିଶ୍ୱ ଡାଇବେଟିସ୍‌ ଦିବସ। ସାରା ବିଶ୍ୱରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଣୁ ପ୍ରତିବର୍ଷ ନଭେମ୍ୱର ୧୪କୁ ଡାଇବେଟିସ୍‌ ସମ୍ପର୍କରେ ଜନସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ସୂଚନା ଅନୁସାରେ ଭାରତରେ ୬୨ମିଲିୟନରୁ ଅଧିକ ଲୋକ ଡାଇବେଟିସ୍‌ରେ ପୀଡ଼ିତ। କିନ୍ତୁ ଜୀବନଶୈଳୀ ଓ ଖାଦ୍ୟ ଗ୍ରହଣରେ ଆବଶ୍ୟକ ପରିବର୍ତ୍ତନ କରି ପାରିଲେ, ଯେ କେହି ଡାଇବେଟିସ୍‌କୁ ନିଯନ୍ତ୍ରଣରେ ରଖି ପାରିବେ। ଆପଣ ବୋଧହୁଏ ଜାଣି ନଥିବେ ଯେ […]

anu

anu

Biswobandita Swain
  • Published: Wednesday, 14 November 2018
  • Updated: 14 November 2018, 02:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ବିଶ୍ୱ ଡାଇବେଟିସ୍‌ ଦିବସ। ସାରା ବିଶ୍ୱରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଣୁ ପ୍ରତିବର୍ଷ ନଭେମ୍ୱର ୧୪କୁ ଡାଇବେଟିସ୍‌ ସମ୍ପର୍କରେ ଜନସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ସୂଚନା ଅନୁସାରେ ଭାରତରେ ୬୨ମିଲିୟନରୁ ଅଧିକ ଲୋକ ଡାଇବେଟିସ୍‌ରେ ପୀଡ଼ିତ।

କିନ୍ତୁ ଜୀବନଶୈଳୀ ଓ ଖାଦ୍ୟ ଗ୍ରହଣରେ ଆବଶ୍ୟକ ପରିବର୍ତ୍ତନ କରି ପାରିଲେ, ଯେ କେହି ଡାଇବେଟିସ୍‌କୁ ନିଯନ୍ତ୍ରଣରେ ରଖି ପାରିବେ।

ଆପଣ ବୋଧହୁଏ ଜାଣି ନଥିବେ ଯେ ଓଲିଉଡ୍‌ ସୁପରଷ୍ଟାର୍‌ ଅନୁଭବ ମହାନ୍ତି ମଧ୍ୟ ଜଣେ ମଧୁମେହ ବା ଡାଇବେଟିସ୍‌ ରୋଗୀ। ୧୮ବର୍ଷ ଧରି ସେ ଏଥିରେ ପୀଡ଼ିତ । ସେ ଏଥିପାଇଁ ନିୟମିତ ଇନ୍‌ସୁଲିନ୍‌ ମଧ୍ୟ ନେଉଛନ୍ତି।

ତେବେ ଅନୁଭବଙ୍କ କହିବା ଅନୁଯାୟୀ “ଡାଇବେଟିସ୍‌ ଏକ ମାରାତ୍ମକ ରୋଗ ନୁହେଁ। ଶରୀରରେ ଇନ୍‌ସୁଲିନ୍‌ ଅଭାବରୁ ଆମେ ଏହି ରୋଗରେ ଆକ୍ରାନ୍ତ ହୋଇଥାଉ। କିନ୍ତୁ ଡାଇବେଟିସ୍‌ ହେବା ପରେ ଯଦି ଆମେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନ ହେବା, ତେବେ ଏହା ଭୟଙ୍କର ରୂପ ନେବାର ଆଶଙ୍କା ରହିଛି ଏବଂ ଏହି କାରଣରୁ ବଡ ରୋଗ ଶରୀରକୁ ସହଜରେ ଆକ୍ରାନ୍ତ କରିପାରେ। ଆମେ ମାନେ ଡାଇବେଟିସ୍‌ର ପ୍ରତିକାର କାରିପାରିଲେ, ସାଧାରଣ ଲୋକଙ୍କଠାରୁ ମଧ୍ୟ ଅଧିକ ଦିନ ବଞ୍ଚିପାରିବା।”

https://www.youtube.com/watch?v=b7dB2Vtz-DE&feature=youtu.be

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story