ମାସେ ମଧ୍ୟରେ ଶାଶୁ ଘର ଛାଡ଼ିବେ ବର୍ଷା

କଟକ (ଓଡ଼ିଶା ରିପୋର୍ଟର): ମାସେ ମଧ୍ୟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ତାଙ୍କ ଶାଶୁ ଘର ଛାଡ଼ିବେ। ମଙ୍ଗଳବାର ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ବର୍ଷା ଏହା କହିଛନ୍ତି। ଏହା ସହିତ ଏହି ମାମଲାର ଅନ୍ତ ଘଟିଛି। ବର୍ଷାଙ୍କୁ ଶାଶୁ ଘର ଛାଡ଼ିବାକୁ ପୂର୍ବରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ରାୟ ଦେଇଥିଲେ। ବର୍ଷା ଏହି ରାୟ ବିରୋଧରେ ଜିଲ୍ଲା ଜଜ୍‌ଙ୍କ କୋର୍ଟକୁ ଯାଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲ୍ଲା ଜଜ୍‌ଙ୍କ କୋର୍ଟ ଏସ୍‌ଡିଜେଏମ୍‌ କୋର୍ଟ ଦେଇଥିବା ରାୟ ଉପରେ ସ୍ଥଗିତା […]

Varsha

Varsha

Jitendra Garnayak
  • Published: Tuesday, 30 August 2022
  • Updated: 30 August 2022, 06:46 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ମାସେ ମଧ୍ୟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ତାଙ୍କ ଶାଶୁ ଘର ଛାଡ଼ିବେ। ମଙ୍ଗଳବାର ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ବର୍ଷା ଏହା କହିଛନ୍ତି। ଏହା ସହିତ ଏହି ମାମଲାର ଅନ୍ତ ଘଟିଛି।

ବର୍ଷାଙ୍କୁ ଶାଶୁ ଘର ଛାଡ଼ିବାକୁ ପୂର୍ବରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ରାୟ ଦେଇଥିଲେ। ବର୍ଷା ଏହି ରାୟ ବିରୋଧରେ ଜିଲ୍ଲା ଜଜ୍‌ଙ୍କ କୋର୍ଟକୁ ଯାଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲ୍ଲା ଜଜ୍‌ଙ୍କ କୋର୍ଟ ଏସ୍‌ଡିଜେଏମ୍‌ କୋର୍ଟ ଦେଇଥିବା ରାୟ ଉପରେ ସ୍ଥଗିତା ଦେଶ ଜାରି କରିଥିଲେ। ତେବେ ଆଜି ଜିଲ୍ଲା ଜଜ୍‌ଙ୍କ କୋର୍ଟ ଏସ୍‌ଡିଜେଏମ୍ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି।

ଜିଲ୍ଲା ଜଜ୍‌ଙ୍କ କୋର୍ଟଙ୍କ ରାୟ ଆସିବା ପରେ ମାସକ ମଧ୍ୟରେ ଶାଶୁ ଘର ଛାଡ଼ିବେ ବୋଲି ବର୍ଷା କହିଥିଲେ। ଏହା ସହିତ ଏହି ମାମଲାର ଅନ୍ତ ଘଟିଛି।

ପୂର୍ବରୁ ଏସ୍‌ଡିଜେଏମ୍‌ ଦେଇଥିବା ନିର୍ଦ୍ଦେଶ ଅନୁସାରେ ବର୍ଷା ଶାଶୁ ଘର ଛାଡ଼ି ଅନ୍ୟତ୍ର ରହିବେ। ତାଙ୍କ ବିକଳ୍ପ ରହଣୀ ବାବଦକୁ ତାଙ୍କ ସ୍ୱାମୀ ସାଂସଦ ଅନୁଭବ ମହାନ୍ତି ମାସିକ ୩୦ ହଜାର ଟଙ୍କା ଦେବେ। ଏହି ଟଙ୍କା ସେ ପ୍ରତିମାସର ୧୦ ତାରିଖ ବା ତା’ପୂର୍ବରୁ ଦେବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ସୂଚନାଯୋଗ୍ୟ, ବର୍ଷା ତାଙ୍କ ଘର ଛାଡ଼ିବା ନେଇ ନିର୍ଦ୍ଦେଶ ଦେବାକୁ ଅନୁଭବ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story