ରାଜ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ଅଭିନେତା ସେକ୍ସପିୟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ କୁନ୍ଦ୍ରାଙ୍କ ଲିଙ୍କରେ ଓଡ଼ିଆ ଅଭିନେତା ସେକ୍ସପିୟର ତ୍ରିପାଠୀ । କୁନ୍ଦ୍ରାଙ୍କ ଏକାଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ତେବେ ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ସେକ୍ସପିୟର । ହଟ୍ ସଟ୍ ଆପ ପାଇଁ ନିର୍ମିତ ଦୁଇଟି ଫିଲ୍ମ ପେଜ୍-ଥ୍ରୀ ଓ ସୁର ତାଲରେ ଅଭିନୟ କରିଛନ୍ତି ସେକ୍ସପିୟର।  ଉଭୟ ଫିଲ୍ମରେ କୌଣସି ଅଶ୍ଲୀଳ ଦୃଶ୍ୟ ନଥିବା ସେକ୍ସପିୟର ସଫେଇ ଦେଇଛନ୍ତି । […]

689

689

Tapas Behera
  • Published: Sunday, 25 July 2021
  • Updated: 25 July 2021, 10:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ କୁନ୍ଦ୍ରାଙ୍କ ଲିଙ୍କରେ ଓଡ଼ିଆ ଅଭିନେତା ସେକ୍ସପିୟର ତ୍ରିପାଠୀ । କୁନ୍ଦ୍ରାଙ୍କ ଏକାଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ତେବେ ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ସେକ୍ସପିୟର । ହଟ୍ ସଟ୍ ଆପ ପାଇଁ ନିର୍ମିତ ଦୁଇଟି ଫିଲ୍ମ ପେଜ୍-ଥ୍ରୀ ଓ ସୁର ତାଲରେ ଅଭିନୟ କରିଛନ୍ତି ସେକ୍ସପିୟର।  ଉଭୟ ଫିଲ୍ମରେ କୌଣସି ଅଶ୍ଲୀଳ ଦୃଶ୍ୟ ନଥିବା ସେକ୍ସପିୟର ସଫେଇ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗତ ସୋମବାର ଗିରଫ କରାଯାଇଥିଲା।

୨୦୧୯ରୁ ରାଜ କୁନ୍ଦ୍ରା ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଥିବା ନେଇ ଯାଞ୍ଚ କରୁଥିବା ପୁଲିସ ଅଧିକାରୀ କହିଛନ୍ତି।  ମୁମ୍ବାଇର ଅନ୍ଧେରି ୱେଷ୍ଟରେ ଥିବା ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ବେଳେ କ୍ରାଇମ ବ୍ରାଞ୍ଚ ଅଶ୍ଳୀଳ ଚଳଚ୍ଚିତ୍ରକୁ ନେଇ ଅଧିକ ତଥ୍ୟ ହାସଲ କରିଛି | ଏହା ସହ ଏକାଧିକ ତଥ୍ୟକୁ ଡିଲିଟ କରାଯାଇଛି ଏବଂ ଏହାକୁ ହାସଲ କରିବା ପାଇଁ ସମୟ ଲାଗିବ ବୋଲି କହିଛି କ୍ରାଇମବ୍ରାଞ୍ଚ |

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story