ପରଦାକୁ ଆସିଲା ‘ବିନ୍ଦାସ ରୋମିଓ’ ଓ ‘ମୋ ଦିଲ କହେ ଇଲୁ ଇଲୁ’

ଭୁବନେଶ୍ୱର: ଓଲିଉଡ୍  ଇଣ୍ଡଷ୍ଟ୍ରିର ନୂଆ ସିନେମା ‘ବିନ୍ଦାସ ରୋମିଓ’ ଆଜି ରିଲିଜ୍ ହୋଇଛି। ଭୁବନେଶ୍ୱର କଟକ ସମେତ ମୋଟ ୨୧ ଟି ହଲରେ ରିଲିଜ ହୋଇଛି ବିନ୍ଦାସ ରୋମିଓ।  ଜୟ ଜୟ ମହାବୀର ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମ  ମାଧ୍ୟମରେ ଓଟାଉନକୁ ଏଣ୍ଟ୍ରି କରିଛନ୍ତି  ନୂଆ ନାୟକ ପୁପୁନ୍।

odia

odia

Rakesh Mallick
  • Published: Friday, 25 September 2015
  • Updated: 25 September 2015, 10:02 AM IST

Sports

Latest News

vlcsnap-2015-09-25-15h26m48s525

‘ବିନ୍ଦାସ ରୋମିଓ’ର  ନିର୍ଦ୍ଦେଶନା ଦେଉଛନ୍ତି ଡେବ୍ୟୁଟାଣ୍ଟ ଡିରେକଟର ଦୀପକ ସ୍ୱାଇଁ।  ଫିମେଲ୍ ଲିଡରେ ଅଭିନୟ କରିଛନ୍ତି ପ୍ରକୃତି ମିଶ୍ର ଏବଂ ଡେବ୍ୟୁଟାଣ୍ଟ ମେଘା। କମେଡି, ରୋମାନସ୍ ଏବଂ ଡ୍ରାମା ଏହି ସବୁ ରହିଛି ନୂଆ ସିନେମା ‘ବିନ୍ଦାସ ରୋମିଓ’ରେ। ଏହି ଫିଲ୍ମର ମ୍ୟୁଜିକ କମ୍ପୋଜ କରିଛନ୍ତି ବିଭୁ କିଶୋର। ଡାଇଲଗ୍ ଲେଖିଛନ୍ତି ବାପୁ ଗୋସ୍ୱାମୀ।  ନାୟିକା ମେଘାଙ୍କ ସହ ରହିଛି ପୁପୁନଙ୍କର ଏକ ରୋମାଣ୍ଟିକ ସଙ୍ଗ। ମାମୁଁ  କ୍ୟାରେଟରରେ ଆସିଛନ୍ତି ପିଣ୍ଟୁ ନନ୍ଦ। ପୁଣି ସାଥିରେ ଅଛନ୍ତି ଭର୍ସାଟାଇଲ ଅଭିନେତା ମୀନକେତନ।

ollywood

ଆଜି ରିଲିଜ୍ ହୋଇଛି ଆଉ ଏକ ଓଡ଼ିଆ ସିନେମା ‘ମୋ ଦିଲ କହେ ଇଲୁ ଇଲୁ’। ନାୟକ ଭଲ ପାଏ ନାୟିକାଙ୍କୁ। କିନ୍ତୁ ନାୟିକା ପସନ୍ଦ କରେନି ହିରୋଙ୍କୁ। ତେବେ ପରେ କାହାଣୀରେ ଆସେ ବିଗ୍ ଟୁଇଷ୍ଟ୍। ଏହି ଟୁଇଷ୍ଟରୁ ଆରମ୍ଭ ହୁଏ କାହାଣୀ। ନାୟକ ଓ ନାୟିକାଙ୍କ ରୋମାନସ୍ ସହ  ଭରପୁର ଡ୍ରାମା ରହିଛି ଏହି ସିନେମାରେ।  ଏହି ଫଲ୍ମ ମାଧ୍ୟମରେ ଓଲିଉଡକୁ ଏଣ୍ଟ୍ରି କରିଛନ୍ତି ଦୁଇ ଜଣ ଆର୍ଟିଷ୍ଟ- ଦେବ ଶ୍ରୀଚନ୍ଦନ ଓ ଶ୍ରୁତି।

ପ୍ରିୟାଶ୍ରୀ ଏଣ୍ଟରଣ୍ଟେନମେଣ୍ଟ ବ୍ୟାନରର ଦ୍ୱିତୀୟ ଫିଲ୍ମ  ‘ମୋ ଦିଲ କହେ ଇଲୁ ଇଲୁ’ରେ ରହିଛି ୫ଟି ମନୁଆ ଗୀତ। ଅଭିନେତା ଅକ୍ଷୟ ବସ୍ତିଆଙ୍କ  ଦମଦାର ରୋଲ ରହିଛି ଏଥିରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story