ପରଦାକୁ ଆସିଲା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ‘ହେଲା ମୋତେ ପ୍ରେମ ଜର’

ଭୁବନେଶ୍ୱର: ପରଦାକୁ ଆସିଲା ରୋମାଣ୍ଟିକ୍ ଓଡ଼ିଆ ଫିଲ୍ମ ‘ହେଲା ମୋତେ ପ୍ରେମ ଜର’। ଆଜି ଫିଲ୍ମ ଫ୍ରାଇଡେରେ ଏହା ରିଲିଜ୍ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଚକୋଲେଟ୍ ହିରୋ ସବ୍ୟସାଚୀ ଓ ଚୁଲବୁଲି ନାୟିକା ଅର୍ଚ୍ଚିତା। ସାବିତ୍ରୀ ସିନେ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମର ପତି। ସ୍ମୃତିରଞ୍ଜନ ରାଉତ ଓ ସୁରେଶ କୁମାର ହେଉଛନ୍ତି ଏହି ଫିଲ୍ମର ପ୍ରଯୋଜକ। ଚଳଚ୍ଚିତ୍ରର ଗୀତଗୁଡ଼ିକୁ ସଜାଇଛନ୍ତି ଅରୁଣ ମନ୍ତ୍ରୀ ଓ ବସନ୍ତ ରାଜ […]

vector artistic love design wave background

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 10:38 AM IST

ଭୁବନେଶ୍ୱର: ପରଦାକୁ ଆସିଲା ରୋମାଣ୍ଟିକ୍ ଓଡ଼ିଆ ଫିଲ୍ମ ‘ହେଲା ମୋତେ ପ୍ରେମ ଜର’। ଆଜି ଫିଲ୍ମ ଫ୍ରାଇଡେରେ ଏହା ରିଲିଜ୍ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଚକୋଲେଟ୍ ହିରୋ ସବ୍ୟସାଚୀ ଓ ଚୁଲବୁଲି ନାୟିକା ଅର୍ଚ୍ଚିତା। ସାବିତ୍ରୀ ସିନେ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମର ପତି। ସ୍ମୃତିରଞ୍ଜନ ରାଉତ ଓ ସୁରେଶ କୁମାର ହେଉଛନ୍ତି ଏହି ଫିଲ୍ମର ପ୍ରଯୋଜକ। ଚଳଚ୍ଚିତ୍ରର ଗୀତଗୁଡ଼ିକୁ ସଜାଇଛନ୍ତି ଅରୁଣ ମନ୍ତ୍ରୀ ଓ ବସନ୍ତ ରାଜ ସାମଲ। ବିଶେଷକରି ଲଭ୍ ରୋମାନ୍ସ ସହ କମେଡିର ତଡ଼କା ରହିଛି ଏହି ଫିଲ୍ମରେ। ଆଗରୁ ଓଡ଼ିଶା ଦର୍ଶକଙ୍କୁ ବହୁ ହିଟ୍ ଫିଲ୍ମ ଦେଇଥିବା ସବ୍ୟସାଚୀ-ଅର୍ଚ୍ଚିତା ଯୋଡ଼ି ପୁଣି ହିଟ୍ ହେବେ ବୋଲି ଆଶା କରାଯାଉଛି।

Related story