ବ୍ୟକ୍ତିଗତ ଜୀବନରେ ଦଖଲ ନ ଦେବା ପାଇଁ ଅନୁରୋଧ କଲେ ସୁଜାନ୍

ମୁମ୍ବାଇ: ସଜାନ୍ ଖାନ୍‌ ଲୋକଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଦଖଲ  ନ ଦେବାପାଇଁ ଅନୁରୋଧ କରିଛନ୍ତି।  ସେ ଆଜି ସୋସିଆଲ ମିଡିଆରେ ଟ୍ୱିଟ୍ କରି ଏହା କହିଛନ୍ତି। ସେ କହିଛନ୍ତି “ବଲିଉଡ୍ ଅଭିନେତା ରିତିକ୍ ରୋଶନଙ୍କ ସହ ମୋର କେବେ ଭଲ ବୁଝାମଣା ହେବ ନାହିଁ। କିନ୍ତୁ ଆମେ ଦୁହେଁ ସବୁବେଳେ ଭଲ ପିତା ମାତା ହୋଇ ରହିବୁ। ଏହା ଆମ ଜୀବନର ସର୍ବୋଚ୍ଚ ପ୍ରାଥମିକତା ।”  ୨୦୧୩ ମସିହାରେ  ରିତିକ୍ ରୋଶନ ଓ ସୁଜାନଖାନ୍ ପରସ୍ପର ଠାରୁ […]

sussanne_=

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 09:13 AM IST

ମୁମ୍ବାଇ: ସଜାନ୍ ଖାନ୍‌ ଲୋକଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଦଖଲ  ନ ଦେବାପାଇଁ ଅନୁରୋଧ କରିଛନ୍ତି।  ସେ ଆଜି ସୋସିଆଲ ମିଡିଆରେ ଟ୍ୱିଟ୍ କରି ଏହା କହିଛନ୍ତି।

ସେ କହିଛନ୍ତି “ବଲିଉଡ୍ ଅଭିନେତା ରିତିକ୍ ରୋଶନଙ୍କ ସହ ମୋର କେବେ ଭଲ ବୁଝାମଣା ହେବ ନାହିଁ। କିନ୍ତୁ ଆମେ ଦୁହେଁ ସବୁବେଳେ ଭଲ ପିତା ମାତା ହୋଇ ରହିବୁ। ଏହା ଆମ ଜୀବନର ସର୍ବୋଚ୍ଚ ପ୍ରାଥମିକତା ।”

 ୨୦୧୩ ମସିହାରେ  ରିତିକ୍ ରୋଶନ ଓ ସୁଜାନଖାନ୍ ପରସ୍ପର ଠାରୁ ଅଲଗା ହୋଇଥିଲେ।

ଏହି ଦୁଇ ଜଣଙ୍କୁ ତାଙ୍କର ଦୁଇ ପିଲାଙ୍କ ସହ  ସମୟ ବିତାଉ ଥିବା ଦେଖିବାକୁ ମିଳୁଛି।

Related story