କୁକୁର ପ୍ରେମରେ ଓଲିଉଡ୍‌ ଭାଇଜାନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। କୁକୁରମାନଙ୍କ ସହ ସମୟ ବିତାଇବାକୁ ସେ ଭାରି ଭଲ ପାଆନ୍ତି। ଘରେ ତାଙ୍କର ଗୋଟେ କୁକର ଅଛି, ଯାହା ସହ  ଖେଳକୁଦ କରିବା, ତାକୁ ଗେଲ କରିବାକୁ ସେ ଭାରି ଭଲ ପାଆନ୍ତି । କେବଳ ଘରେ ଥିବା କୁକୁର ସହ ନୁହେଁ, ଅନୁଭବ ଘର ବାହାରେ କୁକୁରମାନଙ୍କୁ ଦେଖିଲେ ନିଜକୁ ରୋକି ପାରନ୍ତିନି। କୁକୁର ପାଖକୁ ଯାଇ ସେମାନଙ୍କ ପ୍ରତି ଥିବା ନିଜ ଭଲ ପାଇବା ଜାହିର […]

anuv

anuv

Biswobandita Swain
  • Published: Saturday, 08 December 2018
  • Updated: 08 December 2018, 03:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। କୁକୁରମାନଙ୍କ ସହ ସମୟ ବିତାଇବାକୁ ସେ ଭାରି ଭଲ ପାଆନ୍ତି। ଘରେ ତାଙ୍କର ଗୋଟେ କୁକର ଅଛି, ଯାହା ସହ  ଖେଳକୁଦ କରିବା, ତାକୁ ଗେଲ କରିବାକୁ ସେ ଭାରି ଭଲ ପାଆନ୍ତି । କେବଳ ଘରେ ଥିବା କୁକୁର ସହ ନୁହେଁ, ଅନୁଭବ ଘର ବାହାରେ କୁକୁରମାନଙ୍କୁ ଦେଖିଲେ ନିଜକୁ ରୋକି ପାରନ୍ତିନି। କୁକୁର ପାଖକୁ ଯାଇ ସେମାନଙ୍କ ପ୍ରତି ଥିବା ନିଜ ଭଲ ପାଇବା ଜାହିର କରନ୍ତି। ନିକଟରେ ଅନୁଭବ ବ୍ୟସ୍ତତା ଭିତରେ କେମିତି ଟିକେ ସମୟ ପାଇଲେ ତାଙ୍କ କୁକୁର ସହ ସମୟ ବିତାଇ ଖୁସି ହେଉଛନ୍ତି ତାହାର ଏକ ଭିଡିଓ ସେୟାର କରିଛନ୍ତି। ଆସନ୍ତୁ ଦେଖିବା ସେଇ ଭିଡ଼ିଓ।

https://www.youtube.com/watch?v=F5eA5eBItF8&feature=youtu.be

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story