ପରଫେକ୍ଟ ଫଟୋ ପାଇଁ କେତେ କଷ୍ଟ କରିବାକୁ ପଡ଼େ ଦେଖନ୍ତୁ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି ଗୋଟେ ଫଟୋ ଗୋଟେ କାହାଣୀ କହିଦିଏ। ତେଣୁ ଗୋଟେ ପରଫେକ୍ଟ ଫଟୋ ଉଠାଇବା ପାଇଁ ସିନେ କଳାକାରଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼େ। ଦେଖନ୍ତୁ ତାର ଏକ ଝଲକ୍। କେମିତି ଓଲିଉଡ୍&zwnj; ଅଭିନେତା ଜ୍ୟୋତି ତଳେ ଆଣ୍ଠେଇଛନ୍ତି ଏବଂ ତାଙ୍କ ପିଠି ଉପରେ ଅଭିନେତ୍ରୀ ଏଲିନା ବସି ପୋଜ୍ ଦେଉଛନ୍ତି। ଉଭୟ ଏଲିନା ଓ ଜ୍ୟୋତି ଅନେକ ପରିଶ୍ରମ କରୁଛନ୍ତି ଗୋଟେ ପରଫେକ୍ଟ ଫଟୋ ପାଇଁ। ଉପୁଜୁଥିବା ଅସୁବିଧାକୁ ଖାତିର ନକରି ଉଭୟ ପରଫେକ୍ଟ ପୋଜ୍&zwnj; ଦେବାରେ ବ୍ୟସ୍ତ ଅଛନ୍ତି। ତେବେ ଏସବୁ ଦେଖି ଆପଣଙ୍କ ମନରେ ପ୍ରଶ୍ନ &nbsp;ଆସୁଥିବ ଯେ ଏ ଫଟୋସୁଟ୍ କ&#039;ଣ ପାଇଁ ହେଉଛି। ଆପଣ ମାନଙ୍କୁ ଜଣାଇ ଦେଉଛୁ ଯେ ଏସବୁ ଆଡମ୍ବର ପଛରେ ରହିଛି ଏକ କାହାଣୀ। ଅର୍ଥାତ ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୁଆ ଫିଲ୍ମ &lt;strong&gt;&#039;&lt;/strong&gt;&lt;strong&gt;ହାପି&nbsp; ଲକି&lt;/strong&gt;&lt;strong&gt; &#039;&lt;/strong&gt; । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି,ଏଲିନା,ସମ୍ବିତ ଓ ସସ୍ମିତା। ଏହି ଫିଲ୍ମରେ ଏକ ନୁଆ ଚେହେରାକୁ ଦର୍ଶକମାନେ ଦେଖିବାରୁ ପାଇବେ। ସେ ହେଲେ ସସ୍ମିତା। ଫିଲ୍ମରେ ସସ୍ମିତା ନୂଆ ହେଲେ ମଧ୍ୟ ତରଙ୍ଗ ପାଇଁ ପୁରୁଣା। ଅର୍ଥାତ୍&zwnj; ତରଙ୍ଗରେ ପ୍ରସାରିତ ହେଉଥିବା ରିଆଲିଟି ସୋ &lt;strong&gt;&#039;&lt;/strong&gt;&lt;strong&gt;କିଏ ହେବ ମୋ ହିରୋଇନ ସିଜନ-୩&lt;/strong&gt;&lt;strong&gt;&#039;&lt;/strong&gt;ର ବିଜୟନୀ। ଫିଲ୍ମରେ ବବି ମିଶ୍ର ଖଳନାୟକ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଭାର ସୁଧାଂଶୁ ସାହୁ ସମ୍ଭାଳିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।</p>

Ordigital Desk
  • Published: Wednesday, 22 November 2017
  • Updated: 22 November 2017, 04:11 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos