ଅଭିନେତାଙ୍କ ଫାର୍ମ ହାଉସ୍‌ରେ ରେଡ୍‌, ୨୫ ଗିରଫ

ହାଇଦ୍ରାବାଦ: ପୁଲିସ ଜାଲରେ ସାଉଥ ଅଭିନେତା ନାଗା ସୌର୍ଯ୍ୟ। ତାଙ୍କ ଫାର୍ମ ହାସଉରେ ପୁଲିସ ଚଢ଼ାଉ କରିଛି। ଜୁଆ ଖେଳ ଚାଲିଥିବା ଖବର ପାଇଁ ଏହି ଚଢ଼ାଉ ହୋଇଛି। ୨୫ ଲକ୍ଷ ଜବତ କରିବା ସହ ୨୫ ଜଣଙ୍କୁ ପୁଲିସ ଗିରଫ କରିଛି। ମିଡିଆ ରିପୋର୍ଟ ମୁତାବକ, ଗିରଫ ୨୫ ଜଣଙ୍କ ମଧ୍ୟରେ ୨୦ଜଣ ପ୍ରସିଦ୍ଧ ସେଲେବ୍ରିଟି ଥିବା କୁହାଯାଉଛି। ଅଭିନେତାଙ୍କ ଫାର୍ମହାଉସରେ ସମସ୍ତେ କଥିତ ରୂପେ ସ୍ୱାଇପ୍‌ ମେସିନ ସାହାଯ୍ୟରେ ପୋକର, ଜୁଆ କାର୍ଡ ଖେଳୁଥିଲେ। […]

Naga shaurya

Naga shaurya

Madhupriya Mistry
  • Published: Monday, 01 November 2021
  • Updated: 01 November 2021, 05:24 PM IST

Sports

Latest News

ହାଇଦ୍ରାବାଦ: ପୁଲିସ ଜାଲରେ ସାଉଥ ଅଭିନେତା ନାଗା ସୌର୍ଯ୍ୟ। ତାଙ୍କ ଫାର୍ମ ହାସଉରେ ପୁଲିସ ଚଢ଼ାଉ କରିଛି। ଜୁଆ ଖେଳ ଚାଲିଥିବା ଖବର ପାଇଁ ଏହି ଚଢ଼ାଉ ହୋଇଛି। ୨୫ ଲକ୍ଷ ଜବତ କରିବା ସହ ୨୫ ଜଣଙ୍କୁ ପୁଲିସ ଗିରଫ କରିଛି।

ମିଡିଆ ରିପୋର୍ଟ ମୁତାବକ, ଗିରଫ ୨୫ ଜଣଙ୍କ ମଧ୍ୟରେ ୨୦ଜଣ ପ୍ରସିଦ୍ଧ ସେଲେବ୍ରିଟି ଥିବା କୁହାଯାଉଛି। ଅଭିନେତାଙ୍କ ଫାର୍ମହାଉସରେ ସମସ୍ତେ କଥିତ ରୂପେ ସ୍ୱାଇପ୍‌ ମେସିନ ସାହାଯ୍ୟରେ ପୋକର, ଜୁଆ କାର୍ଡ ଖେଳୁଥିଲେ। ଯାଞ୍ଚରେ ଉକ୍ତ ସ୍ଥାନଟି ଅଭିନେତା ନାଗା ସୌର୍ଯ୍ୟଙ୍କର ବୋଲି ଜଣାପଡିଥିଲା।

ଏହି ମାମଲାରେ ପୁଲିସ ଜଣେ ବ୍ୟକ୍ତିଙ୍କ ଫୋନ୍‌ ମଧ୍ୟ ଜବତ କରିନେଇଥିବା ଜଣାପଡିଛି। ଉକ୍ତ ଫୋନ୍‌ର କଲ୍‌ ଡିଟେଲ ଏବଂ ଚାଟିଂର ଯାଞ୍ଚ ଚାଲିଛି। ଏଥିସହ ପୁଲିସ ଧରାପଡିଥିବା ବ୍ୟକ୍ତିଙ୍କ ନିକଟରୁ ୨୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି। ଖବର ଅନୁଯାୟୀ, ଏହି ଜୁଆ ଖେଳରେ ଆଉ କିଏ ଜଡିତ ଅଛନ୍ତି ସେନେଇ ପୁଲିସ ତଦନ୍ତ ଜାରି ରଖିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତଙ୍କୁ ରିମାଣ୍ଡରେ ପଠାଯାଇଛି।

ରିପୋର୍ଟ ମୁତାବକ, ଯେଉଁ ସ୍ଥାନରେ ଅଭିନେତାଙ୍କ ଏହି ଫାର୍ମହାଉସ ଅଛି ଉକ୍ତ ସ୍ଥାନକୁ ନାଗା ସୌର୍ଯ୍ୟ ୬ମାସ ପାଇଁ ଜଣେ ପୂର୍ବତନ ଆଇଏଏସ୍‌ ଅଧିକାରୀଙ୍କୁ ଭଡାରେ ଦେଇଥିଲେ। ତେବେ ଏନେଇ ନାଗାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story