ପ୍ରିୟାମଣିଙ୍କ ନିର୍ବନ୍ଧ ଶେଷ

ବେଙ୍ଗାଲୁରୁ: ଦୀର୍ଘ ଦିନର ବୟଫ୍ରେଣ୍ଡ ମୁସ୍ତାଫା ରାଜଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ ଅଭିନେତ୍ରୀ ପ୍ରିୟାମଣି। ଏ ମଧ୍ୟରେ ସେମାନଙ୍କର ନିର୍ବନ୍ଧ ଶେଷ ହୋଇଯାଇଛି। ଗତ ଶୁକ୍ରବାର ବେଙ୍ଗାଲୁରୁରେ ପରିବାର ଲୋକଙ୍କ ଗହଣରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା। କନ୍ନଡ଼, ହିନ୍ଦୀ, ତାମିଲ, ତେଲୁଗୁ ଓ ମଲାୟାଲାମ ଚଳଚ୍ଚିତ୍ରରେ ଅଭିନୟ କରିଥିବା ୩୧ ବର୍ଷୀୟା ପ୍ରିୟାମଣି ଟ୍ୱିଟ୍ କରି ଏହି ଖବର ଦେଇଛନ୍ତି। ସେ ଏକ ଫଟୋ ମଧ୍ୟ ଟ୍ୱିଟ୍ କରିଛନ୍ତି। ପ୍ରିୟାମଣିଙ୍କ ଆଗାମୀ ଫିଲ୍ମ ହେଉଛି “ଦାନା କାୟୋନୁ’। […]

p

p

Rakesh Mallick
  • Published: Sunday, 29 May 2016
  • Updated: 29 May 2016, 11:13 AM IST

Sports

Latest News

pବେଙ୍ଗାଲୁରୁ: ଦୀର୍ଘ ଦିନର ବୟଫ୍ରେଣ୍ଡ ମୁସ୍ତାଫା ରାଜଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ ଅଭିନେତ୍ରୀ ପ୍ରିୟାମଣି। ଏ ମଧ୍ୟରେ ସେମାନଙ୍କର ନିର୍ବନ୍ଧ ଶେଷ ହୋଇଯାଇଛି। ଗତ ଶୁକ୍ରବାର ବେଙ୍ଗାଲୁରୁରେ ପରିବାର ଲୋକଙ୍କ ଗହଣରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା।

କନ୍ନଡ଼, ହିନ୍ଦୀ, ତାମିଲ, ତେଲୁଗୁ ଓ ମଲାୟାଲାମ ଚଳଚ୍ଚିତ୍ରରେ ଅଭିନୟ କରିଥିବା ୩୧ ବର୍ଷୀୟା ପ୍ରିୟାମଣି ଟ୍ୱିଟ୍ କରି ଏହି ଖବର ଦେଇଛନ୍ତି। ସେ ଏକ ଫଟୋ ମଧ୍ୟ ଟ୍ୱିଟ୍ କରିଛନ୍ତି।

ପ୍ରିୟାମଣିଙ୍କ ଆଗାମୀ ଫିଲ୍ମ ହେଉଛି “ଦାନା କାୟୋନୁ’। ଏହା ଏକ କନ୍ନଡ଼ ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story