ପ୍ରିୟାମଣିଙ୍କ ନିର୍ବନ୍ଧ ଶେଷ

ବେଙ୍ଗାଲୁରୁ: ଦୀର୍ଘ ଦିନର ବୟଫ୍ରେଣ୍ଡ ମୁସ୍ତାଫା ରାଜଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ ଅଭିନେତ୍ରୀ ପ୍ରିୟାମଣି। ଏ ମଧ୍ୟରେ ସେମାନଙ୍କର ନିର୍ବନ୍ଧ ଶେଷ ହୋଇଯାଇଛି। ଗତ ଶୁକ୍ରବାର ବେଙ୍ଗାଲୁରୁରେ ପରିବାର ଲୋକଙ୍କ ଗହଣରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା। କନ୍ନଡ଼, ହିନ୍ଦୀ, ତାମିଲ, ତେଲୁଗୁ ଓ ମଲାୟାଲାମ ଚଳଚ୍ଚିତ୍ରରେ ଅଭିନୟ କରିଥିବା ୩୧ ବର୍ଷୀୟା ପ୍ରିୟାମଣି ଟ୍ୱିଟ୍ କରି ଏହି ଖବର ଦେଇଛନ୍ତି। ସେ ଏକ ଫଟୋ ମଧ୍ୟ ଟ୍ୱିଟ୍ କରିଛନ୍ତି। ପ୍ରିୟାମଣିଙ୍କ ଆଗାମୀ ଫିଲ୍ମ ହେଉଛି “ଦାନା କାୟୋନୁ’। […]

p

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 11:13 AM IST

ବେଙ୍ଗାଲୁରୁ: ଦୀର୍ଘ ଦିନର ବୟଫ୍ରେଣ୍ଡ ମୁସ୍ତାଫା ରାଜଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ ଅଭିନେତ୍ରୀ ପ୍ରିୟାମଣି। ଏ ମଧ୍ୟରେ ସେମାନଙ୍କର ନିର୍ବନ୍ଧ ଶେଷ ହୋଇଯାଇଛି। ଗତ ଶୁକ୍ରବାର ବେଙ୍ଗାଲୁରୁରେ ପରିବାର ଲୋକଙ୍କ ଗହଣରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା।

କନ୍ନଡ଼, ହିନ୍ଦୀ, ତାମିଲ, ତେଲୁଗୁ ଓ ମଲାୟାଲାମ ଚଳଚ୍ଚିତ୍ରରେ ଅଭିନୟ କରିଥିବା ୩୧ ବର୍ଷୀୟା ପ୍ରିୟାମଣି ଟ୍ୱିଟ୍ କରି ଏହି ଖବର ଦେଇଛନ୍ତି। ସେ ଏକ ଫଟୋ ମଧ୍ୟ ଟ୍ୱିଟ୍ କରିଛନ୍ତି।

ପ୍ରିୟାମଣିଙ୍କ ଆଗାମୀ ଫିଲ୍ମ ହେଉଛି “ଦାନା କାୟୋନୁ’। ଏହା ଏକ କନ୍ନଡ଼ ଫିଲ୍ମ।

Related story