ପ୍ରିୟଙ୍କା ବିଶ୍ୱର ଦ୍ୱିତୀୟ ସୁନ୍ଦରୀ, ପଛରେ ପଡ଼ିଲେ ଏଞ୍ଜିଲିନା ଜୋଲି

ବଲିଉଡ୍ ଜଗତର ହଟ୍‌ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ କମାଲ  । ସୁନ୍ଦରୀ ତାଲିକାରେ ସେ ବିଶ୍ୱର ଦ୍ୱତୀୟ ନମ୍ବରକୁ ଚାଲିଯାଇଛନ୍ତି। ତାଙ୍କ ରୂପର ଯାଦୁ କୌଣସି ନାମିଦାମୀ ହଲିଉଡ୍ ଷ୍ଟାରଠାରୁ କମ୍‌ ନୁହଁ। ଏ କଥାକୁ ସେ ପ୍ରମାଣିତ କରିଛନ୍ତି। ପ୍ରିୟଙ୍କା ବିଶ୍ୱର ଦ୍ୱତୀୟ ସୁନ୍ଦରୀ ମହିଳା ହେବାରେ ଗୌରବ ଅର୍ଜନ କରିଛନ୍ତି।  ଏପରିକି ବିଶ୍ୱର ସବୁଠାରୁ  ସୁନ୍ଦରୀ କୁହାଯାଉଥିବା  ଏଞ୍ଜିଲିନା ଜୋଲିଙ୍କୁ ସେ ପଛରେ ପକାଇଦେଇଛନ୍ତି। ଜଣାଶୁଣା ୱେବ ସାଇଟ୍  ବଜ୍‌ନେଟ ପକ୍ଷରୁ ଏହା ପ୍ରକାଶ […]

priyanka

priyanka

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 09:42 AM IST

Sports

Latest News

ବଲିଉଡ୍ ଜଗତର ହଟ୍‌ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ କମାଲ  । ସୁନ୍ଦରୀ ତାଲିକାରେ ସେ ବିଶ୍ୱର ଦ୍ୱତୀୟ ନମ୍ବରକୁ ଚାଲିଯାଇଛନ୍ତି। ତାଙ୍କ ରୂପର ଯାଦୁ କୌଣସି ନାମିଦାମୀ ହଲିଉଡ୍ ଷ୍ଟାରଠାରୁ କମ୍‌ ନୁହଁ। ଏ କଥାକୁ ସେ ପ୍ରମାଣିତ କରିଛନ୍ତି। ପ୍ରିୟଙ୍କା ବିଶ୍ୱର ଦ୍ୱତୀୟ ସୁନ୍ଦରୀ ମହିଳା ହେବାରେ ଗୌରବ ଅର୍ଜନ କରିଛନ୍ତି।  ଏପରିକି ବିଶ୍ୱର ସବୁଠାରୁ  ସୁନ୍ଦରୀ କୁହାଯାଉଥିବା  ଏଞ୍ଜିଲିନା ଜୋଲିଙ୍କୁ ସେ ପଛରେ ପକାଇଦେଇଛନ୍ତି। ଜଣାଶୁଣା ୱେବ ସାଇଟ୍  ବଜ୍‌ନେଟ ପକ୍ଷରୁ ଏହା ପ୍ରକାଶ ପାଇଛି। ଏହି ୱେବସାଇଟ୍ ପକ୍ଷରୁ ଏନେଇ ବିଶ୍ୱବ୍ୟାପି ଏନେଇ ଭୋଟିଂ କରାଯାଇଥିଲା।  ଏହି ତାଲିକାରେ ଆମେରିକାର ପ୍ରସିଦ୍ଧ ଗାୟିକା ବିୟନ୍ସ ଜିସଲେ ୧ ନମ୍ବର ତାଲିକାରେ ରହିଛନ୍ତ। ଦ୍ୱିତୀୟ ସ୍ଥାନରେ ପ୍ରିୟଙ୍କା ଚୋପ୍ରା ଥିଲା ବେଳେ ତୃତୀୟ ସ୍ଥାନରେ ଟାଇଲର ହିଲ ଅଛନ୍ତି। ତେବେ ଏଞ୍ଜିଲିନା ଜୋଲି ୮ ନମ୍ବର ସ୍ଥାନକୁ ଖସିଯାଇଛନ୍ତି। ଏହି ଫଳାଫଳ ଆସିବା ପରେ ଉକ୍ତ ୱେବ୍‌ସାଇଟକୁ ପ୍ରିୟଙ୍କା ଧନ୍ୟବାଦ ଜଣାଇଛନ୍ତି। ପ୍ରିୟଙ୍କା ବଲିଉଡ୍ ଜଗତରେ ଅନେକ ସଫଳ ଫିଲ୍ମ କରିଥିବା ବେଳେ ହଲିଉଡ ଜଗତରେ ମଧ୍ୟ ନିଜର ଜଲବା ଦେଖାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story