ମା’ ହେଲେ ପ୍ରିୟଙ୍କା, ଘରକୁ ଆସିଲେ କୁନି ଅତିଥି

ନ୍ୟୁୟର୍କ:  ମା’ ହେଲେ ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା। ଏହି ଖୁସି ଖବର ଖୋଦ ଦେଶୀ ଗର୍ଲ  ପ୍ରିୟଙ୍କା ସୋଶାଲ ମିଡିଆରେ ଶେଆର କରିଛନ୍ତି।  ସରୋଗେସି ଜରିଆରେ ପ୍ରିୟଙ୍କା ଓ ନିକଙ୍କ ଘରକୁ ଆସିଛି କୁନି ଅତିଥି। ମା’ ହେବା ଖୁସି ସମ୍ପର୍କରେ ସୋଶାଲ ମିଡିଆରେ ସୂଚନା ଦେଇ ପ୍ରିୟଙ୍କା କହିଛନ୍ତି,  ଆମେ ବହୁତ ଖୁସି ଯେ, ସରୋଗେସି ଜରିଆରେ ଆମେ ଏକ ଶିଶୁକୁ ସ୍ୱାଗତ କରୁଛୁ। ତେଣୁ ଏପରି ବିଶେଷ […]

priyanka-chopra

priyanka-chopra

Niharika Rout
  • Published: Saturday, 22 January 2022
  • Updated: 22 January 2022, 02:07 PM IST

Sports

Latest News

ନ୍ୟୁୟର୍କ:  ମା’ ହେଲେ ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା। ଏହି ଖୁସି ଖବର ଖୋଦ ଦେଶୀ ଗର୍ଲ  ପ୍ରିୟଙ୍କା ସୋଶାଲ ମିଡିଆରେ ଶେଆର କରିଛନ୍ତି।  ସରୋଗେସି ଜରିଆରେ ପ୍ରିୟଙ୍କା ଓ ନିକଙ୍କ ଘରକୁ ଆସିଛି କୁନି ଅତିଥି।

ମା’ ହେବା ଖୁସି ସମ୍ପର୍କରେ ସୋଶାଲ ମିଡିଆରେ ସୂଚନା ଦେଇ ପ୍ରିୟଙ୍କା କହିଛନ୍ତି,  ଆମେ ବହୁତ ଖୁସି ଯେ, ସରୋଗେସି ଜରିଆରେ ଆମେ ଏକ ଶିଶୁକୁ ସ୍ୱାଗତ କରୁଛୁ। ତେଣୁ ଏପରି ବିଶେଷ ସମୟରେ ଆମ ପ୍ରାଇଭେସିକୁ ସମ୍ମାନ ଦେବା ପାଇଁ ନିବେଦନ କରୁଛୁ। ଆମେ ନିଜ ପରିବାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ।

[caption id="attachment_708257" align="aligncenter" width="650"]priyanka-with-hobby ସ୍ୱାମୀ ନିକ୍‌ଙ୍କ ସହ ପ୍ରିୟଙ୍କା।[/caption]

ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିକ୍‌ ଓ ପ୍ରିୟଙ୍କା ଏକ ଶିଶୁ କନ୍ୟାର ପିତାମାତା ହୋଇଛନ୍ତି। ତେବେ ଶିଶୁଟି ପ୍ରି-ମାଚୁଅର ଥିବା ଜଣାଯାଇଛି। ପ୍ରାୟ ୧୨ ସପ୍ତାହ ପୂର୍ବରୁ ଶିଶୁଟି ଜନ୍ମ ଗ୍ରହଣ କରିଥିବାରୁ ସାଉଥ କାଲିଫର୍ନିଆର ଏକ ହସ୍ପିଟାଲରେ ଏବେ ସେ ଚିକିତ୍ସାଧୀନ ଅଛି। ତେବେ ସୁସ୍ଥ ହେବା ପରେ ହିଁ ଶିଶୁଟି ଘରେ ପାଦ ଦେବ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରିୟଙ୍କା ଓ ନିକ୍‌ ଦୀର୍ଘ ଦିନ ହେବ ବେବି ପ୍ଲାନିଙ୍ଗ କରୁଥିଲେ। ୩୯ ବର୍ଷୀୟା ପ୍ରିୟଙ୍କାଙ୍କର ଗର୍ଭ ଧାରଣ ସଂକ୍ରାନ୍ତୀୟ କୌଣସି ସମସ୍ୟା ନ ଥିଲା ବୋଲି ଡେଲି ମେଲରେ ପ୍ରକାଶିତ ରିପୋର୍ଟରେ ଜଣାଯାଇଛି।  ତେବେ ବିଜି ସିଡ୍ୟୁଲ୍‌ ଯୋଗୁ ଉଭୟ ଏଥିପାଇଁ ସମୟ ବାହାର କରି ପାରି ନ ଥିଲେ। ତେଣୁ ସେମାନେ ସରୋଗେସି କରିବା ନିମନ୍ତେ ସ୍ଥିର କରିଥିଲେ।

ଏଥିନିମନ୍ତେ ସେମାନେ ସାଉଥ୍‌ କାଲିଫର୍ନିଆର ଜଣେ ମହିଳାଙ୍କ ସହ ଯୋଗାଯୋଗ କରି ସେ ହିଁ ସରୋଗେସି ପାଇଁ ପରଫେକ୍ଟ ମ୍ୟାଚ ବୋଲି ସ୍ଥିର କରିଥିଲେ। ଏହାପରେ ପ୍ରିୟଙ୍କାଙ୍କ ଶିଶୁ ଉକ୍ତ ମହିଳାଙ୍କ ଗର୍ଭରେ ବଢ଼ିଥିବା ବେଳେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଜନ୍ମ ନେଇଥିବା ଜଣାଯାଇଛି। ଉକ୍ତ ମହିଳାଜଣକ ଜଣେ ପ୍ରଫେସନାଲ ସରୋଗେଟ ମଦର ହୋଇଥିବା ବେଳେ ଏହା ତାଙ୍କର ପଞ୍ଚମ ସରୋଗେସି ବୋଲି ଜଣାଯାଇଛି।

ବଲିଉଡରେ ଆଗ ଧାଡ଼ିରେ ଅଭିନେତ୍ରୀ ପାଲଟିଥିବା ପ୍ରିୟଙ୍କାକୁ ନେଇ ହଲିଉଡରେ ବି ଚର୍ଚ୍ଚା। ଚାରିଆଡେ ନିଜ ଅଭିନୟର ଜାଲୱା ଦେଖାଇଛନ୍ତି ପ୍ରିୟଙ୍କା। ଇଣ୍ଟରନ୍ୟାସନାଲ ସେନସେସନ୍‌ ପାଲଟିଥିବା ପ୍ରିୟଙ୍କାଙ୍କୁ ୨୦୧୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହ ସେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ୫ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ହାତେଇ ସାରିଛନ୍ତି।  ବିବାହ ପରଠୁ ପ୍ରିୟଙ୍କା ନିଜ ପତିଙ୍କ ସହ ଆମେରିକାରେ ହିଁ ବସବାସ କରୁଛନ୍ତି।  ଏବେ ସେ ମା’ ହେବା ଖବର ପ୍ରଚାରିତ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

View this post on Instagram

A post shared by Priyanka (@priyankachopra)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story