ଖୁବ୍‌ ଶୀଘ୍ର ବାପା ହେବାକୁ ଚାହାନ୍ତି ନିକ୍‌!

ମୁମ୍ବାଇ: ବାହାଘରର ଚର୍ଚ୍ଚା ନ ଥମୁଣୁ ଏବେ ସନ୍ତାନ୍ତ ଜନ୍ମକୁ ନେଇ ନୂଆ ଚର୍ଚ୍ଚା। ଆମେ କହୁଛୁ, ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ତଥା ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନସ୍‌ଙ୍କ ନିଆରା ଯୋଜନାର କଥା। ବାହାଘର ପରେ ପ୍ରିୟଙ୍କାକୁ ଭାରତରେ ଛାଡ଼ି ନିକ୍‌ ଆମେରିକା ଯାଇଛନ୍ତି। ତେବେ ଏହା ଭିତରେ ଏକ ନୂଆ କଥା ସାମ୍ନାକୁ ଆସିଛି। ନିକଟରେ ଏକ ସାକ୍ଷାତକାରରେ ନିକ୍‌ କହିଥିଲେ ଯେ ସେ ଖୁବ୍‌ ଶୀଘ୍ର ବାପା […]

07208539

07208539

Biswobandita Swain
  • Published: Saturday, 15 December 2018
  • Updated: 15 December 2018, 06:20 PM IST

Sports

Latest News

ମୁମ୍ବାଇ: ବାହାଘରର ଚର୍ଚ୍ଚା ନ ଥମୁଣୁ ଏବେ ସନ୍ତାନ୍ତ ଜନ୍ମକୁ ନେଇ ନୂଆ ଚର୍ଚ୍ଚା। ଆମେ କହୁଛୁ, ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ତଥା ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନସ୍‌ଙ୍କ ନିଆରା ଯୋଜନାର କଥା।

ବାହାଘର ପରେ ପ୍ରିୟଙ୍କାକୁ ଭାରତରେ ଛାଡ଼ି ନିକ୍‌ ଆମେରିକା ଯାଇଛନ୍ତି। ତେବେ ଏହା ଭିତରେ ଏକ ନୂଆ କଥା ସାମ୍ନାକୁ ଆସିଛି। ନିକଟରେ ଏକ ସାକ୍ଷାତକାରରେ ନିକ୍‌ କହିଥିଲେ ଯେ ସେ ଖୁବ୍‌ ଶୀଘ୍ର ବାପା ହେବାକୁ ଇଚ୍ଛା କରୁଛନ୍ତି। ଏପରିକି ଏହି ସାକ୍ଷାତକାରରେ ସେ କହିଥିଲେ ଯେ ପ୍ରିୟଙ୍କାଙ୍କୁ ଶିଶୁମାନେ ଖୁବ୍ ଭଲ ଲାଗନ୍ତି। ଏଣୁ ସେ ନିଜ ପିଲାଙ୍କ ଯତ୍ୱ ସଠିକ୍‌ ଭାବେ ନେଇ ପାରିବେ। ତେବେ ଖୁବ୍‌ଶୀଘ୍ର ନିଜ ପିଲାଙ୍କ ସହ ସେମାନେ ସମସ୍ତଙ୍କ ସାମ୍ନାକୁ ଆସିବେ ବୋଲି ସେ ଆଶାବାଦୀ ଥିବା ନିକ୍‌ କହିଥିଲେ।

ଅନ୍ୟପକ୍ଷରେ କିଛି ଦିନ ତଳେ ପ୍ରିୟଙ୍କା ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଏକାଧିକ ପିଲାଙ୍କ ମା' ହେବାକୁ ଚାହାଁନ୍ତି।

ଏଇ ମାସରେ ପ୍ରିୟଙ୍କା ନିକ୍‌ ଜୋନସ୍‌ଙ୍କୁ ରାଜସ୍ଥାନର ଯୋଧପୁରରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍‌ ରୀତି ନୀତିରେ ଦୁହେଁ ବିବାହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story