ଆଇଫା ଆୱର୍ଡ ଶୋରେ ୪ ମିନିଟ୍ ଅଭିନୟ ପାଇଁ ଦୀପିକା ଓ ପ୍ରିୟଙ୍କା ନେବେ ୧.୩ କେ।ଟି

ମୁମ୍ବାଇ: ବଲିଉଡର ଅଧିକାଂଶ କଳାକାର ସ୍ପେନରେ ହେବାକୁ ଥିବା ୨୦୧୬ ଆଇଫା ଆୱାର୍ଡ ଶୋରେ ସାମିଲ ହେବାକୁ ପହଞ୍ଚି ଯାଇଛନ୍ତି । ୪ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମନେ।ରଞ୍ଜନ ଧର୍ମୀ ଆୱାର୍ଡ ଶୋରେ ଫ୍ୟାନ୍ସ ନିଜ ସୁପରଷ୍ଟାରମାନଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ଆଇଫା ଆୱାର୍ଡ ଶୋରେ ଷ୍ଟାରଙ୍କ ଅଭିନୟକୁ ନେଇ ତାଜା ଚର୍ଚ୍ଚା ହେଇଛି ଯେ, ଏହି ଶୋରେ ୪ ମିନିଟ୍ ଅଭିନୟ କରିବା ପାଇଁ ପ୍ରୟଙ୍କା ଚେ।ପଡ଼ା ଏବଂ ଦୀପିକା ପାଦୁନକୋର […]

deepika

deepika

Rakesh Mallick
  • Published: Friday, 24 June 2016
  • Updated: 24 June 2016, 10:09 PM IST

Sports

Latest News

ମୁମ୍ବାଇ: ବଲିଉଡର ଅଧିକାଂଶ କଳାକାର ସ୍ପେନରେ ହେବାକୁ ଥିବା ୨୦୧୬ ଆଇଫା ଆୱାର୍ଡ ଶୋରେ ସାମିଲ ହେବାକୁ ପହଞ୍ଚି ଯାଇଛନ୍ତି । ୪ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମନେ।ରଞ୍ଜନ ଧର୍ମୀ ଆୱାର୍ଡ ଶୋରେ ଫ୍ୟାନ୍ସ ନିଜ ସୁପରଷ୍ଟାରମାନଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ଆଇଫା ଆୱାର୍ଡ ଶୋରେ ଷ୍ଟାରଙ୍କ ଅଭିନୟକୁ ନେଇ ତାଜା ଚର୍ଚ୍ଚା ହେଇଛି ଯେ, ଏହି ଶୋରେ ୪ ମିନିଟ୍ ଅଭିନୟ କରିବା ପାଇଁ ପ୍ରୟଙ୍କା ଚେ।ପଡ଼ା ଏବଂ ଦୀପିକା ପାଦୁନକୋର ୧.୩ କେ।ଟି ଟଙ୍କା ନେଇଛନ୍ତି।

‘ମିଡ଼୍ ଡ଼େ’ରେ ପ୍ରକାଶିତ ଖବର ଅନୁସାରେ, ‘ପିକୁ’ ଷ୍ଟାର ଦୀପିକା ଏହି ଇଭେଣ୍ଟ ପାଇଁ ପ୍ରତି ମିନିଟ୍କୁ ୩୩ ଲକ୍ଷ ଟଙ୍କାର ଦାବି କରିଥିଲେ । ପ୍ରିୟଙ୍କ ମଧ୍ୟ ଶୋରେ ଅଭିନୟ କରିବା ପାଇଁ ସମାନ ଟଙ୍କା ଦାବି କରିଥିଲେ।

ତେବେ ଆୟୋଜକ ସଂସ୍ଥା ଷ୍ଟେଜ୍ ଅଭିନୟ ପାଇଁ ଅନ୍ୟ କିଛି କଳାକାରଙ୍କ ସହିତ କଥାବର୍ତ୍ତା କରିଥିଲେ । ଏପରିକି ଆୟେ।ଜକ ସଂସ୍ଥା ଏହା  ଜାଣିବା ପାଇଁ ରିସର୍ଚ୍ଚ ମଧ୍ୟ କରିଥିଲେ ଯେ, ମାଦ୍ରିଦ୍( ସ୍ପେନ୍)ରେ ଲେ।କଙ୍କ ମଧ୍ୟରେ କେଉଁ ସେଲିବ୍ରେଟି ଅଧିକ ପାଚିତ। ରସର୍ଚ୍ଚରୁ ସବୁଠାରୁ ଅଧିକ ଲେ।କପ୍ରିୟ ସେଲିବ୍ରିଟିଙ୍କ ତାଲିକାରେ ଦୀପିକା ଓ ପ୍ରିୟଙ୍କା ଆଗରେ ରହିଥିଲେ।

ଏହି କାରଣ ପାଇଁ ଆୟେ।ଜନ ସଂସ୍ଥା ଦୁଇ ଅଭିନେତ୍ରୀଙ୍କୁ ଆଇଫାରେ ଅଭିନୟ କରିବା ପାଇଁ ଏତେ ଟଙ୍କା ଦେବାକୁ ରାଜି ହୋଇଥିଲେ।

ଚର୍ଚ୍ଚା ହେଉଛି ଯେ ଦୀପିକା ଓ ପ୍ରୟଙ୍କା ହଲିଉଡ଼ ଡେବ୍ୟୁ କରି ଆସିବା ପରେ ହଠାତ୍ ଏହି ଦୁଇ ଅଭିନେତ୍ରୀଙ୍କର ବ୍ରାଣ୍ଡ ଭ୍ୟାଲୁ ବଢିଯାଇଛି। ଦୁଇ ଅଭିନେତ୍ରୀ ଏବେ ନିଜ ହଲିଉଡ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos