ଏବେ ବି ରହିଛି ପ୍ରିୟଙ୍କାଙ୍କ ବିବାହ ଫଟୋର କ୍ରେଜ୍‌: ଦେଖନ୍ତୁ ବାହାଘର ବେଳର କିଛି ଫଟୋ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବିବାହ ପରଠୁ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଏବଂ ନିକ୍‌। ଏହି ନବ ବିବାହିତ ଦମ୍ପତିଙ୍କ ଗୋଟେ ଗୋଟେ ଫଟୋକୁ ଦେଖିବା ପାଇଁ ଏବେ ପ୍ରଶଂସକଙ୍କ ମନରେ ନାହିଁ ନ ଥିବା ଆଗ୍ରହ। ପ୍ରିୟଙ୍କା-ନିକ୍‌ଙ୍କ ବିବାହର ପ୍ରତ୍ୟେକ ଭିଡ଼ିଓରେ ଲକ୍ଷାଧିକ ଭ୍ୟୁ ମିଳିଛି। ନିକଟରେ ବିବାହର ଆଉ କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପୂର୍ବରୁ ଆପଣମାନେ ପ୍ରିୟଙ୍କା ନିକ୍‌ଙ୍କୁ ବିବାହ ପୋଷାକରେ ଦେଖିଥିବେ। ଏବେ ସେହି ସୁନ୍ଦର ମୁହୂର୍ତ୍ତର ଆଉ କିଛି […]

pc

Biswobandita Swain
  • Published: Friday, 07 December 2018
  • , Updated: 07 December 2018, 06:40 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବିବାହ ପରଠୁ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଏବଂ ନିକ୍‌। ଏହି ନବ ବିବାହିତ ଦମ୍ପତିଙ୍କ ଗୋଟେ ଗୋଟେ ଫଟୋକୁ ଦେଖିବା ପାଇଁ ଏବେ ପ୍ରଶଂସକଙ୍କ ମନରେ ନାହିଁ ନ ଥିବା ଆଗ୍ରହ। ପ୍ରିୟଙ୍କା-ନିକ୍‌ଙ୍କ ବିବାହର ପ୍ରତ୍ୟେକ ଭିଡ଼ିଓରେ ଲକ୍ଷାଧିକ ଭ୍ୟୁ ମିଳିଛି। ନିକଟରେ ବିବାହର ଆଉ କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପୂର୍ବରୁ ଆପଣମାନେ ପ୍ରିୟଙ୍କା ନିକ୍‌ଙ୍କୁ ବିବାହ ପୋଷାକରେ ଦେଖିଥିବେ। ଏବେ ସେହି ସୁନ୍ଦର ମୁହୂର୍ତ୍ତର ଆଉ କିଛି ଫଟୋ ଆସନ୍ତୁ ଦେଖିବା।

Related story