‘ନୂର’ରେ ନଜର ଆସିବେ ପୂରବ କୋହଲି

ମୁମ୍ବାଇ: କ୍ରାଇମ୍‌ ଓ ଥ୍ରିଲର ଫିଲ୍ମ ‘ନୂର’ ପାଇଁ ‘ଦବଙ୍ଗ’ ଷ୍ଟାର ସୋନାକ୍ଷୀ ସିହ୍ନାଙ୍କ ବିପକ୍ଷରେ ଅଭିନୟ କରିବେ ଟିଭି ଅଭିନେତା ପୂରବ କୋହଲି। ଏନେଇ ସେ ଟ୍ୱିଟରରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ନୂର ପରି ଏକ ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ମିଳିଥିବାରୁ ଖୁସି ଅନୁଭବ କରୁଛି।” ଏହି ଫଲ୍ମିଟି ପାକିସ୍ତାନୀ ଉପନ୍ୟାସ “କରାଚି,ୟୁ ଆର୍‌ କିଲିଂ ମି”କୁ ଆଧାର କରି ନିର୍ମାଣ କରାଯାଉଛି। ଏହାକୁ ସୁନୀଲ ସିପ୍ପୀ ନିର୍ଦ୍ଦେଶନା ଦେଉଥିବା ବେଳେ ଏହା ଆସନ୍ତା […]

purab kohili

Rakesh Mallick
  • Published: Sunday, 10 July 2016
  • , Updated: 10 July 2016, 07:21 PM IST

ମୁମ୍ବାଇ: କ୍ରାଇମ୍‌ ଓ ଥ୍ରିଲର ଫିଲ୍ମ ‘ନୂର’ ପାଇଁ ‘ଦବଙ୍ଗ’ ଷ୍ଟାର ସୋନାକ୍ଷୀ ସିହ୍ନାଙ୍କ ବିପକ୍ଷରେ ଅଭିନୟ କରିବେ ଟିଭି ଅଭିନେତା ପୂରବ କୋହଲି।

ଏନେଇ ସେ ଟ୍ୱିଟରରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ନୂର ପରି ଏକ ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ମିଳିଥିବାରୁ ଖୁସି ଅନୁଭବ କରୁଛି।”

ଏହି ଫଲ୍ମିଟି ପାକିସ୍ତାନୀ ଉପନ୍ୟାସ “କରାଚି,ୟୁ ଆର୍‌ କିଲିଂ ମି”କୁ ଆଧାର କରି ନିର୍ମାଣ କରାଯାଉଛି। ଏହାକୁ ସୁନୀଲ ସିପ୍ପୀ ନିର୍ଦ୍ଦେଶନା ଦେଉଥିବା ବେଳେ ଏହା ଆସନ୍ତା ବର୍ଷ ପରଦାକୁ ଆସିବ।

Related story