‘ରଇସ୍’ର ରିଲିଜକୁ ନେଇ ଶାହାରୁଖ ଏବେ ଚିନ୍ତାରେ

ମୁମ୍ବାଇ: ଶାହାରୁଖଙ୍କ ‘ରଇସ୍‌’ ପାଇଁ ସମସ୍ୟା ଥମିବାର ନା ଧରୁ ନାହିଁ। ଗୁଜୁରାଟର ଗ୍ୟାଙ୍ଗଷ୍ଟାର ଅବ୍ଦୁଲ ଲତିଫର ଜୀବନକୁ ନେଇ ନିର୍ମାଣ କରାଯାଉଥିବା ଏହି ଫିଲ୍ମକୁ ଅଧିକ ସୁନ୍ଦର କରିବା ପାଇଁ ଶାହାରୁଖ ଲତିଫ୍‌ଙ୍କ ପୁଅ ମୁସ୍ତାକ ଅହମ୍ମଦଙ୍କୁ ଭେଟି ଲତୀଫଙ୍କ ଜୀବନ ଶୈଳୀ ସଂପର୍କରେ ଜାଣିଥିଲେ। କିନ୍ତୁ କିଙ୍ଗ ଖାନ୍ ଯେତେବେଳେ ଲତିଫ୍‌ଙ୍କ କୌଣସି ଏକ ରାଜନୈତିକ ପାର୍ଟି ସହ ଲିଙ୍କ ଥିବା ଜାଣିପାରି ତାଙ୍କ ଠାରୁ ଦୂରେଇବାକୁ ଲାଗିଥିଲେ। ଏହା ପରଠୁ ଲତିଫ୍‌ ଶାହାରୁଖଙ୍କୁ […]

srk

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 04:17 PM IST

ମୁମ୍ବାଇ: ଶାହାରୁଖଙ୍କ ‘ରଇସ୍‌’ ପାଇଁ ସମସ୍ୟା ଥମିବାର ନା ଧରୁ ନାହିଁ। ଗୁଜୁରାଟର ଗ୍ୟାଙ୍ଗଷ୍ଟାର ଅବ୍ଦୁଲ ଲତିଫର ଜୀବନକୁ ନେଇ ନିର୍ମାଣ କରାଯାଉଥିବା ଏହି ଫିଲ୍ମକୁ ଅଧିକ ସୁନ୍ଦର କରିବା ପାଇଁ ଶାହାରୁଖ ଲତିଫ୍‌ଙ୍କ ପୁଅ ମୁସ୍ତାକ ଅହମ୍ମଦଙ୍କୁ ଭେଟି ଲତୀଫଙ୍କ ଜୀବନ ଶୈଳୀ ସଂପର୍କରେ ଜାଣିଥିଲେ। କିନ୍ତୁ କିଙ୍ଗ ଖାନ୍ ଯେତେବେଳେ ଲତିଫ୍‌ଙ୍କ କୌଣସି ଏକ ରାଜନୈତିକ ପାର୍ଟି ସହ ଲିଙ୍କ ଥିବା ଜାଣିପାରି ତାଙ୍କ ଠାରୁ ଦୂରେଇବାକୁ ଲାଗିଥିଲେ।

ଏହା ପରଠୁ ଲତିଫ୍‌ ଶାହାରୁଖଙ୍କୁ ଏକ ନୋଟିସ୍‌ ମାଧ୍ୟମରେ ଫିଲ୍ମ ରିଲିଜ ପୂର୍ବରୁ ଅର୍ଥ ରାଶି ଦେବା ପାଇଁ ଦାବି କରିଛନ୍ତି।

Related story