ରଜନୀକାନ୍ତଙ୍କ ଫିଲ୍ମ ‘କବାଲୀ’ର ଟିଜର ରିଲିଜ୍

ମୁମ୍ବାଇ: ଶ୍ରମିକ ଦିବସ ଅବସରରେ ଆଜି ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘କବାଲୀ’ର ଟିଜର ରିଲିଜ୍ ହୋଇଛି। ୬୭ ସେକେଣ୍ଡର ଏହି ଟିଜରରେ ରଜନୀକାନ୍ତଙ୍କ ଚରିତ୍ରକୁ ‘କବାଲୀ’ ସହ ପରିଚିତ କରାଯାଇଛି। ଏହି ଟିଜରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଟିଜର ରିଲିଜ ହେବାର ଏକ ଘଣ୍ଟା ଭିତରେ ୫୦,୦୦୦ରୁ ଅଧିକ ଦର୍ଶକ ଦେଖିଛନ୍ତି। ଏଥିରେ ରଜନୀକାନ୍ତଙ୍କୁ ଚଷମା ଓ ସୁଟରେ ଦେଖିବାକୁ ମିଳୁଛି। ଫିଲ୍ମରେ ରଜନୀକାନ୍ତ ଡନ୍‌ ଭୂମିକାରେ ଆସୁଛନ୍ତି।

ka

Rakesh Mallick
  • Published: Sunday, 01 May 2016
  • , Updated: 01 May 2016, 12:57 PM IST

Related story