ରଜରେ ଧମାଲ କରିବ ‘ଲଭ୍‌ଷ୍ଟେସନ’; ଆସିଲା ଟାଇଟେଲ୍‌ ଟ୍ରାକ୍‌

ଭୁବନେଶ୍ୱର: ‘ଓୟେ ଡାଲିଂ.. ଓୟେ ଡାଲିଂ..ତେରେ ଇସ୍କମେ ଦିଲ୍‌ ମୋର ଫଲିଂ…’ଏବେ ଏହି ରୋମାଣ୍ଟିକ ଆଉ କମେଡି ଫ୍ଲେଭରର ଗୀତଟି ଓଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି। ଏହି ଗୀତରେ ଗୁଣୁଗୁଣେଇ ହେଉଛନ୍ତି ଯୁବବର୍ଗ। ତରଙ୍ଗ ସିନେ ପ୍ରଡକ୍ସନ୍ସର ଅପକମିଂ ଫିଲ୍ମ ‘ଲଭ ଷ୍ଟେସନ୍’ର ଏହି ଗୀତିଟି ଆଜି ରିଲିଜ୍‌ ହୋଇଛି। ଏହା ହେଉଛି ନୂଆ ଷ୍ଟେସନ୍। ଆଉ ଏହି ଷ୍ଟେସନର ଦୁଇ ଯାତ୍ରୀ ହେଲେ ବାବୁସାନ୍ ଓ ଏଲିନା। ଏହିଯୋଡି ଏଥର ରଜରେ ଦର୍ଶକଙ୍କୁ ଷ୍ଟେସନ ପ୍ରେମରେ ପକେଇବେ। […]

love station

love station

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 05:34 PM IST

Sports

Latest News

love-station-odia-movieଭୁବନେଶ୍ୱର: ‘ଓୟେ ଡାଲିଂ.. ଓୟେ ଡାଲିଂ..ତେରେ ଇସ୍କମେ ଦିଲ୍‌ ମୋର ଫଲିଂ...’ଏବେ ଏହି ରୋମାଣ୍ଟିକ ଆଉ କମେଡି ଫ୍ଲେଭରର ଗୀତଟି ଓଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି। ଏହି ଗୀତରେ ଗୁଣୁଗୁଣେଇ ହେଉଛନ୍ତି ଯୁବବର୍ଗ।

ତରଙ୍ଗ ସିନେ ପ୍ରଡକ୍ସନ୍ସର ଅପକମିଂ ଫିଲ୍ମ ‘ଲଭ ଷ୍ଟେସନ୍’ର ଏହି ଗୀତିଟି ଆଜି ରିଲିଜ୍‌ ହୋଇଛି।

ଏହା ହେଉଛି ନୂଆ ଷ୍ଟେସନ୍। ଆଉ ଏହି ଷ୍ଟେସନର ଦୁଇ ଯାତ୍ରୀ ହେଲେ ବାବୁସାନ୍ ଓ ଏଲିନା। ଏହିଯୋଡି ଏଥର ରଜରେ ଦର୍ଶକଙ୍କୁ ଷ୍ଟେସନ ପ୍ରେମରେ ପକେଇବେ। ‘ଲଭ ଷ୍ଟେସନ୍‌’ର ଟାଇଟେଲ ଟ୍ରାକଟିର ଆଜି ସୁଟିଂ ଖୁବ୍ ସୁନ୍ଦର ହୋଇଛି। ରୋମାଣ୍ଟିକ ଆଉ କମେଡି ଫ୍ଲେଭରର ଏହି ସିନେମାର ଏହି ଗୀତଟିକୁ ଗାଇଛନ୍ତି ବଲିଉଡର ପାମେଲା ଜୈନ୍ । ମ୍ୟୁଜିକ କମ୍ପୋଜ କରିଛନ୍ତି  ଅଭିଜିତ୍ ମଜୁମଦାର।

କଣ୍ଠଶିଳ୍ପୀ ପାମେଲ ଜୈନ୍ କହିଛନ୍ତି, “ପଞ୍ଚମ ଷ୍ଟୁଡିଓରେ ମୁଁ ତରଙ୍ଗ ସିନେ ପ୍ରଡକ୍ସନର ଅପକମିଂ ଫିଲ୍ମ ‘ଲଭ୍‌ ଷ୍ଟେସନ’ର ‘ଓୟେ ଡାଲିଂ.. ଓୟେ ଡାଲିଂ..ତେରେ ଇସ୍କମେ ଦିଲ୍‌ ମୋର ଫଲିଂ...’ଗୀତଟିକୁ ରେକଡିଂ କରିସାରିଛି। ଓଡ଼ିଶାରେ ଥିବା ମୋର ମନ ପସନ୍ଦ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ଏହାକୁ ରଚନା କରିଛନ୍ତି। ଏହି ଗୀତରେ ଏତେ ମଜା ଅଛି ଯେ, ମୁଁ ଗାଇବା ବେଳେ ନାଚି ଉଠିଥିଲି। ଏହା ବହୁତ ସୁନ୍ଦର ଗୀତ। ଏହି ଫିଲ୍ମଟି ରଜରେ ସିନେ ବଜାରକୁ ଆସିବ। ମୁଁ  ଭାବୁଛି ଏହା ନିଶ୍ଚିତ ଦର୍ଶକଙ୍କ ମନକୁ କିଣିବ।”

ଅନ୍ୟପକ୍ଷରେ ଆଉ ଏକ ଗୀତରେ ବାବୁସାନ ଖୋଜୁଛନ୍ତି ତାଙ୍କ ଟାଟୁବାଲି ଝିଅକୁ। ଯାହଙ୍କ ଟାଟୁ ହିଁ କେବଳ ଦେଖିଛନ୍ତି ଏହି ନାୟକ। ଟାଟୁ ପ୍ରେମରେ ପାଗଳ ହୋଇଛନ୍ତି ବାବୁ।  ବାବୁସାନ୍  ଟାଟୁବାଲି ନାଁରେ ଜାନ୍ ଜିଗର ସବୁ ଲେଖିଛନ୍ତି। ଏହି ସୁନ୍ଦର ଗୀତରେ ବାବୁ ଧମାଲ ଡ୍ୟାନସ୍ କରିଛନ୍ତି।

ସବୁ ଫିଲ୍ମ ପରି ଏଥିରେ ବି  ବାବୁସାନ ଗାଇଛନ୍ତି ଗୀତ ‘ତୋଫ। ତୋଫ।’ । ଏହାକୁ ମଧ୍ୟ ଅଭିଜିତ ମ୍ୟୁଜିକ କମ୍ପୋଜ୍‌ କରିଛନ୍ତି। ବାବୁସାନଙ୍କ କଣ୍ଠରେ ଏହି ଗୀତ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ। କେବଳ ବାବୁ ଗାଇଛନ୍ତି ତାହା ନୁହେଁ ଫଲ୍ମିରେ ପପୁ ପମପମ ବି ଆଇଟମ୍ ସଙ୍ଗ ଗାଇଛନ୍ତି। ରଜ ବଜାରକୁ ଟାର୍ଗଟେ କରି ତରଙ୍ଗ ପ୍ରଡକ୍ସନ ଏହି ଫିଲ୍ମରେ ରଖିଛି ସବୁ ପ୍ରକାର ଏଲିମେଣ୍ଟ। କମେଡି ରୋମାନ୍ସ ଓ ଡ୍ରାମାରେ ଭରି ରହିଛି ‘ଲଭ୍‌ ଷ୍ଟେସନ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story