ଶାହାରୁଖଙ୍କ ଉପହାର ଫେରାଇ ଦେଇଥିଲେ ରଜନୀକାନ୍ତ

ଚେନ୍ନାଇ: ଦମଦାର ଷ୍ଟାଇଲର ବାଦଶାହା ସାଉଥ ସୁପରଷ୍ଟାର ରଜନୀକାନ୍ତ । ସମସ୍ତେ ତାଙ୍କ ଷ୍ଟାଇଲକୁ ଦେଖି ପାଗଳ । ତାଙ୍କ ଚଷମା ପିନ୍ଧା ଷ୍ଟାଇଲଠାରୁ ଆରମ୍ଭ ଗାମୁଛା ବୁଲାଇ କାନ୍ଦରେ ରଖିବା, ସବୁ କିଛି ପୁରା ହଟକେ । ସାରା ଭାରତରେ ଥଲାଇଭା ରଜନୀକାନ୍ତ ତାଙ୍କ ଡାଏଲଗ କହିବା ଶୈଳୀ, ଚାଲି ଏବଂ ଷ୍ଟଣ୍ଟ ପାଇଁ ବେଶ ପ୍ରସିଦ୍ଧ ।  ବଲିଉଡ ଠାରୁ ଆରମ୍ଭ କରି ଟଲିଉଡ ସମସ୍ତେ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍। ଏତେ ବଡ ଷ୍ଟାର […]

rajnikant-sharukh

rajnikant-sharukh

Madhupriya Mistry
  • Published: Saturday, 12 December 2020
  • Updated: 12 December 2020, 08:59 AM IST

Sports

Latest News

ଚେନ୍ନାଇ: ଦମଦାର ଷ୍ଟାଇଲର ବାଦଶାହା ସାଉଥ ସୁପରଷ୍ଟାର ରଜନୀକାନ୍ତ । ସମସ୍ତେ ତାଙ୍କ ଷ୍ଟାଇଲକୁ ଦେଖି ପାଗଳ । ତାଙ୍କ ଚଷମା ପିନ୍ଧା ଷ୍ଟାଇଲଠାରୁ ଆରମ୍ଭ ଗାମୁଛା ବୁଲାଇ କାନ୍ଦରେ ରଖିବା, ସବୁ କିଛି ପୁରା ହଟକେ । ସାରା ଭାରତରେ ଥଲାଇଭା ରଜନୀକାନ୍ତ ତାଙ୍କ ଡାଏଲଗ କହିବା ଶୈଳୀ, ଚାଲି ଏବଂ ଷ୍ଟଣ୍ଟ ପାଇଁ ବେଶ ପ୍ରସିଦ୍ଧ ।  ବଲିଉଡ ଠାରୁ ଆରମ୍ଭ କରି ଟଲିଉଡ ସମସ୍ତେ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍।

ଏତେ ବଡ ଷ୍ଟାର ହୋଇ ମଧ୍ୟ ରଜନୀକାନ୍ତ ସାଧାରଣ ଜୀବନ ଅତିବାହିତ କରନ୍ତି । କିନ୍ତୁ ତାଙ୍କୁ ବିଭିନ୍ନ ମଡେଲ ଏବଂ ଡିଜାଇନର କାର ରଖିବା ସଉକ ରହିଛି । ଏଥିପାଇଁ ବଲିଉଡର କିଙ୍ଗଖାନ ଶାହାରୁଖ ବିଏମଡବ୍ଲୁ-୭ ସିରିଜର କାର ରାଜନୀକାନ୍ତଙ୍କୁ ଉପହାର ରୂପେ ଦେଇଥିଲେ । କିନ୍ତୁ ରଜନୀକାନ୍ତି ଏହି ଉପହାର ଗ୍ରହଣ କରିନଥିଲେ । ଶାହାରୁଖଙ୍କ ଏହି ଉପହାରକୁ ରଜନୀକାନ୍ତ ଫେରାଇଦେବା ସହ ଦାମୀ ଗାଡିରେ ଚଢ଼ିବାକୁ ମନା କରିଦେଇଥିଲେ।

୧୯୮୦ ଦଶକରେ ରାଜନୀକାନ୍ତଙ୍କ ପ୍ରିମିୟରର ପ୍ରସିଦ୍ଧ କାର ପଦ୍ମିନୀ କିଣିଥିଲେ, ଯାହା ଆଜି ପର୍ଯ୍ୟନ୍ତ ତାଙ୍କ ପାଖରେ ଅଛି । ଏହି କାରଟି ତାଙ୍କର ସବୁଠାରୁ ଅତି ପ୍ରିୟ କାର। ସେ ଏହି କାରରେ ହିଁ ଯିବା ଆସିବା କରିବାକୁ ପସନ୍ଦ କରନ୍ତି । ପଦ୍ମିନୀ କାର ଭାରତର ସବୁଠୁ ପ୍ରସିଦ୍ଧ ଭିଣ୍ଟେଜ କାର ମଧ୍ୟରୁ ଗୋଟିଏ।

୧୯୫୦ ଡିସେମ୍ବର୧୨ ବେଙ୍ଗାଳୁରୁରେ ଜନ୍ମିତ ରାଜନୀକାନ୍ତ ସାଧାରଣ ଜୀବନଯାପନ କରିବା ପାଇଁ ପସନ୍ଦ କରନ୍ତି । କୌଣସି ପାର୍ଟି ହେଉ ଅବା ଆୱାର୍ଡ ସେରିମୋନି ସେଠି ମଧ୍ୟ ରାଜନୀକାନ୍ତଙ୍କୁ ଦେଶୀ ପୋଷାକରେ ହିଁ ଦେଖିବାକୁ ମିଳେ । ଫିଲ୍ମରେ ତାଙ୍କ ଷ୍ଟାଇଲ ଯେତିକି ହାଇ-ଫାଇ ହୋଇଥାଏ ପ୍ରକୃତ ଜୀବନରେ ସେ ସେତିକି ସିମ୍ପୁଲ । ୧୯୭୫ରେ ‘ରାଗଙ୍ଗଗଲ’ରୁ ସେ ତାଙ୍କ ଫିଲ୍ମି କ୍ୟାରିଅର ଆରାମ୍ଭ କରିଥିଲେ । ସେହି ଦିନଠାରୁ ଆଜି ଯାଏଁ ଥଲାଇଭା ରଜନୀକାନ୍ତ ଆଉ ପଛକୁ ବୁଲି ଦେଖନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story