ସୁଧୁରୁନି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ, ଏବେ ବି ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ଗତ ବୁଧବାର ହୃଦଘାତର ଶିକାର ହୋଇଥିବା ଷ୍ଟାଣ୍ଡଅପ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ  ଅବସ୍ଥା ଏବେ ବି ସଙ୍କଟାପନ୍ନ ଅଛି। ଭେଣ୍ଟିଲେଟରରେ ଲାଇଫ୍‌ ସିଷ୍ଟମ ସପୋର୍ଟରେ ଥିବା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥାରେ କୌଣସି ସୁଧାର ଆସିନି। ୨ ଦିନ ପରେ ବି ତାଙ୍କ ଚେତା ଫେରି ନ ଥିବା ସୂଚନା ଦେଇଛନ୍ତି ରାଜୁଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ । ପିତାଙ୍କ ହେଲଥ୍‌ ଅପଡେଟ୍‌ ଦେବାକୁ ଯାଇ ଅନ୍ତରା କହିଛନ୍ତି, ଏବେ ବି ବାପାଙ୍କ ଅବସ୍ଥା ଗମ୍ଭୀର ଅଛି […]

raju-srivastavas

raju-srivastavas

Niharika Rout
  • Published: Friday, 12 August 2022
  • Updated: 12 August 2022, 02:45 PM IST

ନୂଆଦିଲ୍ଲୀ: ଗତ ବୁଧବାର ହୃଦଘାତର ଶିକାର ହୋଇଥିବା ଷ୍ଟାଣ୍ଡଅପ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ  ଅବସ୍ଥା ଏବେ ବି ସଙ୍କଟାପନ୍ନ ଅଛି। ଭେଣ୍ଟିଲେଟରରେ ଲାଇଫ୍‌ ସିଷ୍ଟମ ସପୋର୍ଟରେ ଥିବା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥାରେ କୌଣସି ସୁଧାର ଆସିନି। ୨ ଦିନ ପରେ ବି ତାଙ୍କ ଚେତା ଫେରି ନ ଥିବା ସୂଚନା ଦେଇଛନ୍ତି ରାଜୁଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ ।

ପିତାଙ୍କ ହେଲଥ୍‌ ଅପଡେଟ୍‌ ଦେବାକୁ ଯାଇ ଅନ୍ତରା କହିଛନ୍ତି, ଏବେ ବି ବାପାଙ୍କ ଅବସ୍ଥା ଗମ୍ଭୀର ଅଛି । ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ଅଧିକ ଖରାପ ହୋଇ ନ ଥିଲେ ବି କୌଣସି ସୁଧାର ପରିଲକ୍ଷିତ ହୋଇନି । ପୂରା ମେଡିକାଲ ଟିମ୍‌ ତାଙ୍କ ଚିକିତ୍ସାରେ ଲାଗିଛନ୍ତି। ସେମାନେ ତାଙ୍କର ସର୍ବଶ୍ରେଷ୍ଠ ଦେଉଛନ୍ତି। ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଯେପରି ସେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ। ମୋ ମମି ତାଙ୍କ ପାଖେପାଖେ ଆଇସିୟୁରେ ଅଛନ୍ତି।

ଦିଲ୍ଲୀ ଏମ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ହୃଦଘାତ ଯୋଗୁ ରାଜୁଙ୍କ ମସ୍ତିଷ୍କ ଗଭୀର ଭାବେ ପ୍ରଭାବିତ ହୋଇଛି। ଏପରିକି ଗତ ୧୦ ତାରିଖରେ ହୃଦଘାତ ହେବା ପରଠୁ  ଲାଇଫ୍‌ ସପୋର୍ଟ ସିଷ୍ଟମରେ ତାଙ୍କ ଚିକିତ୍ସା ଚାଲିଥିଲେ ବି ଅବସ୍ଥା ବହୁତ ସଙ୍କଟାପନ୍ନ ରହିଛି। ଏପରିକି ସେ ସେବେଠୁ ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି।

ଅନ୍ତରା  କହିଛନ୍ତି, ବାପା ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ୍‌ ଯତ୍ନବାନ ।  ସେ ସବୁବେଳେ ଫିଟ୍‌ ରହିବାକୁ ପସନ୍ଦ କରନ୍ତି। ଏଥିନିମନ୍ତେ ସେ ପ୍ରତିଦିନ ଜିମ୍‌ରେ ୱାର୍କଆଉଟ୍‌ କରିଥାନ୍ତି। ଏଥିସହ ମୋ ପିତାଙ୍କର ପୂର୍ବରୁ  ହାର୍ଟ ସମ୍ବନ୍ଧିତ କୌଣସି ବେମାର ନ ଥିଲା। ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଲେ। ତେଣୁ ହଠାତ୍‌ ତାଙ୍କ ଅସୁସ୍ଥତା ଖବର ଆମ ସମସ୍ତଙ୍କୁ ଶକ୍ତ ଝଟକା ଦେଇଛି, ଆମେମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ।

ଦି ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ ଶୋ’ ଜରିଆରେ ରାଜୁ ଘରେ ଘରେ ପରିଚିତ ହୋଇପାରିଥିଲେ।କମେଡି ମହାମୁକାବିଲା ଶୋ’ରେ  ବି ସେ ଅଂଶଗ୍ରହଣ କରି ଦର୍ଶକଙ୍କ ଖୁବ୍‌ ଏଣ୍ଟରଟେନମେଣ୍ଟ କରିଥିଲେ। ଏହାବାଦ ନଚ୍‌ ବଲିୟେ ସିଜିନ-୬ରେ ସେ ନିଜ ପତ୍ନୀଙ୍କ ସହ ଅଂଶଗ୍ରହଣ କରିଥିଲେ। ଏହାବାଦ ସେ ବହୁ ବଲିଉଡ ଫିଲ୍ମରେ ବି ହାସ୍ୟ ଅଭିନେତା ଭୂମିକା ଭଲ ଭାବେ ତୁଲାଇ ସାରିଛନ୍ତି।

ଗତ ବୁଧବାର ଦିଲ୍ଲୀର ଏକ ଜିମ୍‌ର ଟ୍ରେଡମିଲ୍‌ରେ ୱାର୍କଆଉଟ୍‌ କରିବା ସମୟରେ ପଡ଼ି ଯାଇଥିଲେ ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ । ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ନିଆଯାଇଥିବା ବେଳେ ସେଠାରେ ତାଙ୍କ ଚିକିତ୍ସ ଚାଲିଛି। ହେଲେ ଅବସ୍ଥାରେ ସୁଧାର ଆସୁ ନ ଥିବାରୁ ଫ୍ୟାନ୍ସମାନେ ଭାଙ୍ଗି ପଡ଼ିବା ସହ ତାଙ୍କ ଆରୋଗ୍ୟ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପତ୍ନୀ ସାକ୍ଷୀ ଶ୍ରୀବାସ୍ତବ ଓ ଦିଲ୍ଲୀ ଏମ୍ସ ଡାଇରେକ୍ଟର ଡ. ଗୁଲେରିଆଙ୍କ ସହ କଥା ହୋଇଥିଲେ। ରାଜୁଙ୍କୁ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଯୋଗୀ ଆଦିତ୍ୟନାଥ  ଏମ୍ସ ଡାଇରେକ୍ଟରଙ୍କଠାରୁ ପଚାରି ବୁଝିଥିଲେ।  ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ସେ ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କୁ ସାନ୍ତ୍ୱନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story