ଅନ୍ତର୍ଜାତୀୟ ରାମ୍ପ ଶୋରେ ଚାଲିଲେ ଅମିତାଭଙ୍କ ଝିଅ

ମୁମ୍ବାଇ: ରାମ୍ପରେ ଓହ୍ଲାଇଲେ ବିଗ୍‌ ବି ଅମିତାଭଙ୍କ ଝିଅ ଶ୍ୱେତା ନନ୍ଦା। ଖୁବ୍‌ ଜଣାଶୁଣା ଡିଜାଇନର ଅବୁ ଜାନୀ ଓ ସନ୍ଦୀପ ଖୋସଲାଙ୍କ ଡିଜାଇନର ଡ୍ରେସ ପିନ୍ଧି ରାମ୍ପ କରିଥିଲେ ସ୍ୱେତା। ଅନ୍ତର୍ଜାତୀୟ ରାମ୍ପରେ ଶ୍ୱେତାଙ୍କୁ ଚାଲିବା ଦେଖି ମେଗାଷ୍ଟାର ଅମିତାଭ ନିଜକୁ ଗୌରାବନ୍ୱିତ ମନେ କରୁଛନ୍ତି ବୋଲି ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ଏହି ଶୋ’ରେ ଅମିତାଭଙ୍କ ସହିତ ଜୟା ବଚ୍ଚନ ଓ ଅଭିଶେକ ଉପସ୍ଥିତ ଥିଲେ। ରାମ୍ପରେ ଚାଲିବା ସମୟରେ ଅମିତାଭ ନିଜେ ଫୋନରେ ଶ୍ୱେତାଙ୍କ […]

shweta

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 05:55 PM IST

ମୁମ୍ବାଇ: ରାମ୍ପରେ ଓହ୍ଲାଇଲେ ବିଗ୍‌ ବି ଅମିତାଭଙ୍କ ଝିଅ ଶ୍ୱେତା ନନ୍ଦା। ଖୁବ୍‌ ଜଣାଶୁଣା ଡିଜାଇନର ଅବୁ ଜାନୀ ଓ ସନ୍ଦୀପ ଖୋସଲାଙ୍କ ଡିଜାଇନର ଡ୍ରେସ ପିନ୍ଧି ରାମ୍ପ କରିଥିଲେ ସ୍ୱେତା। ଅନ୍ତର୍ଜାତୀୟ ରାମ୍ପରେ ଶ୍ୱେତାଙ୍କୁ ଚାଲିବା ଦେଖି ମେଗାଷ୍ଟାର ଅମିତାଭ ନିଜକୁ ଗୌରାବନ୍ୱିତ ମନେ କରୁଛନ୍ତି ବୋଲି ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ଏହି ଶୋ’ରେ ଅମିତାଭଙ୍କ ସହିତ ଜୟା ବଚ୍ଚନ ଓ ଅଭିଶେକ ଉପସ୍ଥିତ ଥିଲେ।

ରାମ୍ପରେ ଚାଲିବା ସମୟରେ ଅମିତାଭ ନିଜେ ଫୋନରେ ଶ୍ୱେତାଙ୍କ ଫଟୋ ଉଠାଇଥିବାର ଦେଖା ଯାଇଥିଲା। ଶୋ’ରେ ଶ୍ୱେତା ଏକ ଉଜ୍ଜଳ ରଙ୍ଗର ଗାଉନ ସହ ମୁଣ୍ଡରେ ଏକ ଛୋଟ ମୁକୁଟ ପିନ୍ଧି ଖୁବ୍ ଆକର୍ଷଣୀୟ ଦେଖାଯାଉଥିଲେ।

Related story