ଷ୍ଟାରଙ୍କ ଥଟ୍ଟାମଜା: ସଲ୍ଲୁଙ୍କ ସିକ୍ସପେକ୍ ବନାମ ରଣବୀରଙ୍କ ୬ ପାଉଁରୁଟି

ମୁମ୍ବାଇ: ଅନ୍ୟର ମଜାକ ଉଡ଼ାଇବାକୁ କାହାକୁ ଭଲ ନ ଲାଗେ।  ଯେକୌଣସି  କଥାକୁ  ନେଇ ଥଟ୍ଟା କରିବାକୁ ସମସ୍ତେ ଭଲ ପାଆନ୍ତି। ହେଲେ ଏହି ମାନସିକତା ବଲିଉଡ୍‌ର ଅଭିନେତା ଓ ଅଭିନେତ୍ରୀଙ୍କ କ୍ଷେତ୍ରରେ ଟିକିଏ ଅଧିକ। କାରଣ ସେମିତି ହେଲେ ସେମାନେ ଚର୍ଚ୍ଚାରେ ରହନ୍ତି। ଆଉ ବଲିଉଡର ଅଭିନେତା ଓ ଅଭିନେତ୍ରୀମାନେ ଅଜବ ଗଜବ ଉପାୟ ଅବଲମ୍ବନ କରିଥାନ୍ତି, କିନ୍ତୁ ଏଥର ଥଟ୍ଟାର ପାତ୍ର ହୋଇଛନ୍ତି ବଲିଉଡ୍‌ ସୁଲତାନ ସଲମାନ ଖାନ। ‌ଆଉ ତାକୁ ମଜାକ ଉଡ଼ାଇଛନ୍ତି […]

1497268734-9427

1497268734-9427

Rakesh Mallick
  • Published: Monday, 19 June 2017
  • Updated: 19 June 2017, 07:29 PM IST

Sports

Latest News

ମୁମ୍ବାଇ: ଅନ୍ୟର ମଜାକ ଉଡ଼ାଇବାକୁ କାହାକୁ ଭଲ ନ ଲାଗେ।  ଯେକୌଣସି  କଥାକୁ  ନେଇ ଥଟ୍ଟା କରିବାକୁ ସମସ୍ତେ ଭଲ ପାଆନ୍ତି। ହେଲେ ଏହି ମାନସିକତା ବଲିଉଡ୍‌ର ଅଭିନେତା ଓ ଅଭିନେତ୍ରୀଙ୍କ କ୍ଷେତ୍ରରେ ଟିକିଏ ଅଧିକ। କାରଣ ସେମିତି ହେଲେ ସେମାନେ ଚର୍ଚ୍ଚାରେ ରହନ୍ତି। ଆଉ ବଲିଉଡର ଅଭିନେତା ଓ ଅଭିନେତ୍ରୀମାନେ ଅଜବ ଗଜବ ଉପାୟ ଅବଲମ୍ବନ କରିଥାନ୍ତି, କିନ୍ତୁ ଏଥର ଥଟ୍ଟାର ପାତ୍ର ହୋଇଛନ୍ତି ବଲିଉଡ୍‌ ସୁଲତାନ ସଲମାନ ଖାନ। ‌ଆଉ ତାକୁ ମଜାକ ଉଡ଼ାଇଛନ୍ତି କପୁର ଖାନଦାନ ବଂଶଧର ରଣବୀର କପୁର।  ଫିଲ୍ମ ‘ଜଗା ଜାଶୁସ’ର ଗୀତ ‘ଗଲତି ସେ ମିଷ୍ଟେକ୍‌’ରେ ସଲମାନ୍‌ଙ୍କର ଥଟ୍ଟା ମଜା କରିଛନ୍ତି ରଣବୀର। ହେଲେ ଜଣେ ବନ୍ଧୁ ହିସାବରେ ସେ ଏହି ମଜା କରିଛନ୍ତି।

ଏହି ଗୀତରେ ରଣବୀର ସଲମାନଙ୍କ ସିଗ୍ନେଚର ପୋଜ୍‌କୁ ନକଲ କରିଛନ୍ତି, ଯେଉଁଥିରେ ସଲମାନ ନିଜ ସିକ୍ସ ପେକ୍‌ ଦେଖାଇଥିଲେ। କିନ୍ତୁ ରଣବୀର ସଲମାନ ସିକ୍ସ ପେକ୍ ବଦଳରେ ୬ଟି ପାଉଁରୁଟି ନିଜର ପୋଜରେ ଦେଖାଇଛନ୍ତି। ରଣବୀର ଏହି ପୋଜ ବହୁତ ମଜାଦାର ହୋଇଛି।

ଉଭୟ ଷ୍ଟାରଙ୍କ ଫ୍ୟାନମାନଙ୍କ ଭିତରେ ଏହି ଥଟ୍ଟାମଜାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

ସୌଜନ୍ୟ- ୱେବ ଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story