ରୋମାନ ଅଙ୍କରେ ଫିଲ୍ମ ରିଲିଜ ତାରିଖ ଟ୍ୱିଟ୍ କଲେ ରଣଭୀର

ମୁମ୍ବାଇ: ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’ର ରିଲିଜକୁ ନେଇ ରଣଭୀର ସିଂ ଟ୍ୱିଟ୍ କରିଛନ୍ତି। ଟ୍ୱଟ୍‌ରେ ରଣଭୀର ରୋମାନ୍‌ରେ ପ୍ରଚଳିତ ଅଙ୍କ ଲେଖି ପିଲ୍ମର ରିଲିଜ ତାରିଖ ସଂପର୍କରେ ଜଣାଇଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ନଭେମ୍ବର ୧୭ରେ ରିଲିଜ ହେବାକୁ ଯାଉଛି। ଫିଲ୍ମରେ ରଣଭୀରଙ୍କ ସମେତ ଦୀପିକା ଏବଂ ଶାହିଦ୍ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ।

ranveer-singh

Rakesh Mallick
  • Published: Saturday, 12 November 2016
  • , Updated: 12 November 2016, 07:06 PM IST

Related story