‘ମୋ ପତ୍ନୀ ଖୁବ୍‌ ଚତୁର’

ମୁମ୍ବାଇ:  ବାଜିରାଓ-ମସ୍ତାନୀ କେବଳ ଅନଲାଇନ୍‌ ନୁହେଁ, ଅଫଲାଇନ୍‌ରେ ବି ବଲିଉଡର ମୋଷ୍ଟ ପପୁଲାର ଯୋଡ଼ି । ଏହି ପାୱାର କପୁଲଙ୍କ ଜବରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ବେଳେ ଉଭୟ ପରସ୍ପରକୁ ଖୁବ୍‌ ସପୋର୍ଟ ବି କରନ୍ତି। ଏହାର ଖୁଲାସା କରିଛନ୍ତି ନିଜେ ରଣବୀର ସିଂ। କେବଳ ପର୍ସନାଲ ନୁହେଁ, ପ୍ରଫେସନାଲ ଲାଇଫ୍‌ରେ ବି ପତ୍ନୀ ଦୀପିକା ସବୁବେଳେ ତାଙ୍କୁ ସପୋର୍ଟ ଓ ଗାଇଡ୍‌ କରୁଥିବା କହିଛନ୍ତି ରଣବୀର । ଏଥିସହ ଦୀପିକା ଖୁବ୍‌ ଚତୁର […]

ranveer-singh-and-deepika-p

ranveer-singh-and-deepika-p

Niharika Rout
  • Published: Thursday, 07 October 2021
  • Updated: 07 October 2021, 02:30 PM IST

Sports

Latest News

ମୁମ୍ବାଇ:  ବାଜିରାଓ-ମସ୍ତାନୀ କେବଳ ଅନଲାଇନ୍‌ ନୁହେଁ, ଅଫଲାଇନ୍‌ରେ ବି ବଲିଉଡର ମୋଷ୍ଟ ପପୁଲାର ଯୋଡ଼ି । ଏହି ପାୱାର କପୁଲଙ୍କ ଜବରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ବେଳେ ଉଭୟ ପରସ୍ପରକୁ ଖୁବ୍‌ ସପୋର୍ଟ ବି କରନ୍ତି। ଏହାର ଖୁଲାସା କରିଛନ୍ତି ନିଜେ ରଣବୀର ସିଂ। କେବଳ ପର୍ସନାଲ ନୁହେଁ, ପ୍ରଫେସନାଲ ଲାଇଫ୍‌ରେ ବି ପତ୍ନୀ ଦୀପିକା ସବୁବେଳେ ତାଙ୍କୁ ସପୋର୍ଟ ଓ ଗାଇଡ୍‌ କରୁଥିବା କହିଛନ୍ତି ରଣବୀର । ଏଥିସହ ଦୀପିକା ଖୁବ୍‌ ଚତୁର ବୋଲି କହିଛନ୍ତି ସ୍ୱାମୀ ରଣବୀର।

ଖୁବ୍‌ ଶୀଘ୍ର  କୁଇଜ ଶୋ’ ‘ଦି ବିଗ୍‌ ପିକଚର’ ଜରିଆରେ ଛୋଟ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡର ଏହି ମୋଷ୍ଟ ଷ୍ଟାଇଲିଷ୍ଟ ଆକ୍ଟର।  ଏହାକୁ ନେଇ ରଣବୀର ଖୁବ୍‌ ନର୍ଭସ ଓ ଏକ୍ସାଇଟେଡ ଥିବା ବେଳେ ଏଥିନିମନ୍ତେ ପତ୍ନୀ ଦୀପିକା କିଛି ସାହାଯ୍ୟ କରୁଛନ୍ତି କି ପଚାରିଥିଲେ ମିଡିଆ ପ୍ରତିନିଧି।

[caption id="attachment_682250" align="aligncenter" width="650"] ranveer-singh-and-deep ଦୀପିକା ଓ ରଣବୀର।[/caption]

ଏହାର ଉତ୍ତରରେ ବାଜିରାଓ ପତ୍ନୀଙ୍କର ଖୁବ୍‌ ପ୍ରଶଂସା କରି କହିଛନ୍ତି, ଦୀପିକା ସବୁବେଳେ ମୋ କାମକୁ ତର୍ଜମା କରିଥାନ୍ତି। ମୁଁ ଏହାକୁ ଖୁବ୍‌ ସକରାତ୍ମକ ଭାବେ ନେଇଥାଏ। ମୁଁ ନିଜ ଶୋ’ର ମକ୍‌ ସେଶନ୍‌ ତାଙ୍କୁ ଦେଖାଇଥିବା ବେଳେ ସେ ମୋତେ କିଛି ଟିପ୍ସ ଓ ପଏଣ୍ଟ ଦେଇଛନ୍ତି। ଏହି ପଏଣ୍ଟସ୍‌କୁ ନୋଟ କରିବା ସହ ମୁଁ  ଏହା ଉପରେ ହୋମୱାର୍କ ବି ଆରମ୍ଭ କରିଦେଇଛି। ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ, ମୋ ପାଖରେ ଏକ ଚତୁର ପତ୍ନୀ ଅଛନ୍ତି। ଯିଏ କି ନିଜ ଆଲୋଚନା ମାଧ୍ୟମରେ ମୋ କାମକୁ ଆହୁରି ଭଲ କରିପାରନ୍ତି।

ଏଥିସହ ରଣବୀର କହିଛନ୍ତି, ଦୀପିକା ଓ ମୁଁ ନିଜ ନିଜ ପ୍ରୋଜେକ୍ଟସ୍‌ ବିଷୟରେ ପରସ୍ପର ସହ ଆଲୋଚନା କରୁ। ଏହାକୁ କିପରି ଅଧିକ ଭଲ କରିପାରିବୁ ସେଥିନିମନ୍ତେ ପରସ୍ପର ସହ ଟିପ୍ସ ବି ଶେଆର କରୁ। ଭଗବାନଙ୍କ କୃପାରୁ ଆକ୍ଟ, ପରଫର୍ମାନ୍ସ, ଭିଜୁଆଲ ବିଷୟରେ ମୋର କିଛି କିଛି ଜ୍ଞାନ ଅଛି। ଏହାବାଦ ଦୀପିକାଙ୍କ ଟିପ୍ସ ଉପରେ ବି କାମ କରୁଛି। ଆଶା କରୁଛି ଏହା ଏକ ଭଲ ଶୋ’ ଭାବେ ଟିଆରପି ଲିଷ୍ଟରେ ଉପରକୁ ଉଠିବ ।

ବିଗ୍‌ ପିକଚର ଶୋ ହୋଷ୍ଟ କରିବାକୁ ନେଇ ଖୁବ୍‌ ଏକ୍ସାଇଟେଡ ଥିବା ରଣବୀର କହିଛନ୍ତି, ଏହି ଶୋ’ ଟିଆରପି ଚାର୍ଟରେ ନିଜ ଜାଗା ତିଆରି କରିପାରିଲେ  ନିଜ ପରିବାର ପାଇଁ ଏକ ଫାର୍ମ ହାଉସ କିଣିବି। ଏହି ଶୋ’ ଆସନ୍ତା ୧୬ ତାରିଖରୁ କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story