ଶାଢିକୁ ନେଇ ବିବାଦ ବଢିବାରୁ ଶେଷରେ କ୍ଷମା ମାଗିଲେ ରବିନା

ମୁମ୍ବାଇ: ବଲିଉଡ ମସ୍ତ ମସ୍ତ ଗାର୍ଲ ରବିନା ଟନଡନ୍‌ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିବାକୁ ପସନ୍ଦ କରଥାନ୍ତି।ସୋସିଆଲ ମିଡିଆରେ ସେ କିଛି ନା କିଛି ପୋଷ୍ଟ କରି ସର୍ବଦା ଚର୍ଚ୍ଚା ଘେରକୁ ଚାଲିଆସନ୍ତି। ନିକଟରେ ଶାଢୀ ଦିବସ ଅବସରରେ ରବିନା ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ସାଢୀ ପିନ୍ଦା ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଏମିତି କିଛି କ୍ୟାପ୍ସନ ରଖିଥିଲେ ଯାହା ତଙ୍କୁ ଟାଣି ନେଇଥିଲା ବିବାଦକୁ। ସେ ଟ୍ୱିଟର ମାଧ୍ୟମରେ ସାମ୍ପ୍ରଦାୟିକ ହିନ୍ଦୁବାଦୀ ଆଦର୍ଶ […]

rabin

rabin

Rakesh Mallick
  • Published: Monday, 12 June 2017
  • Updated: 12 June 2017, 10:40 PM IST

Sports

Latest News

ମୁମ୍ବାଇ: ବଲିଉଡ ମସ୍ତ ମସ୍ତ ଗାର୍ଲ ରବିନା ଟନଡନ୍‌ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିବାକୁ ପସନ୍ଦ କରଥାନ୍ତି।ସୋସିଆଲ ମିଡିଆରେ ସେ କିଛି ନା କିଛି ପୋଷ୍ଟ କରି ସର୍ବଦା ଚର୍ଚ୍ଚା ଘେରକୁ ଚାଲିଆସନ୍ତି। ନିକଟରେ ଶାଢୀ ଦିବସ ଅବସରରେ ରବିନା ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ସାଢୀ ପିନ୍ଦା ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଏମିତି କିଛି କ୍ୟାପ୍ସନ ରଖିଥିଲେ ଯାହା ତଙ୍କୁ ଟାଣି ନେଇଥିଲା ବିବାଦକୁ। ସେ ଟ୍ୱିଟର ମାଧ୍ୟମରେ ସାମ୍ପ୍ରଦାୟିକ ହିନ୍ଦୁବାଦୀ ଆଦର୍ଶ ବିଷୟରେ ମନ୍ତବ୍ୟ ପୋଷ୍ଟ କରିଥିଲେ ଯାହକୁ ନେଇ ସେ ବିବାଦକୁ ଆସିଯାଇଥିଲେ। ଏହି କ୍ୟାପ୍ସନ ଦେଖିବା ପରେ ତାଙ୍କ ପ୍ରଶଂସକ ଭିନ୍ନ ଭିନ୍ନ ପ୍ରତିକିୟା ରଖିଥିଲେ।ଶାଢୀକୁ ଧର୍ମ ସହ ଯୋଡିଥିବାରୁ ରବିନା ନାନା ପ୍ରକାର ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ। ବିବାଦ ବଢିଯିବାରୁ ଶେଷରେ ରବିନା ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ କହିଥିଲେ ଯେ ସାଢୀ ଏକ ସୁନ୍ଦର ଓ ଗରିମାମୟ ଭାରତୀୟ ପରିଧାନ ଏବଂ ମୋର କହିବାର ଅର୍ଥ ସେମିତି କିଛି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story