ରିଆଲିଟି ଶୋ’ରେ ନଜର ଆସିବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିର ଖବର। ଷ୍ଟାରପ୍ଲସ୍‌ରେ ଆରମ୍ଭ ହେବାକୁ ଥିବା ଏକ ରିଆଲିଟି ଶୋ’ରେ ଜଜ୍‌ ରୂପେ ନଜର ଆସିପାରନ୍ତି ଐଶ୍ୱର୍ଯ୍ୟା। ଏହି ଶୋ’ର ନାଁ ହେଉଛି ‘ଦିଲ୍‌ ହେ ହିନ୍ଦୁସ୍ତାନୀ’। ତେବେ ଐଶଙ୍କ ତରଫରୁ ଏ ନେଇ କୌଣସି ସୂଚନା ମିଳିନାହିଁ।

aishwarya

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 05:01 PM IST

Related story