ରିଲିଜ୍ ହେଲା ‘ସରବଜିତ୍’

ମୁମ୍ୱାଇ: ଆଜି ରିଲିଜ୍‌ ହୋଇଛି ଫିଲ୍ମ ‘ସରବଜିତ୍’। ଭାରତୀୟ ନାଗରିକ ସରବଜିତ୍‌ଙ୍କୁ ପାକିସ୍ତାନରେ ଆତଙ୍କବାଦୀ ଘୋଷଣା ପରେ ଜେଲ୍‌ରେ ଯେଉଁଭଳି ତାଙ୍କର ମୃତ୍ୟୁ ହୋଇଥିଲା ସେଇସବୁ ସତ କାହାଣୀକୁ ନେଇ ଫିଲ୍ମ ‘ସରବଜିତ୍‌’ ନିର୍ମାଣ ହୋଇଛି। ଏହି ଫିଲ୍ମରେ  ସରବଜିତ୍ ଭୂମିକାରେ ରଣଦୀପ ହୁଡାଙ୍କୁ ଦେଖିବାକୁ ମିଳିଥିବା ବେଳେ ସରବଜିତ୍‌ର ଭଉଣୀ ହୋଇଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଓମଙ୍ଗ କୁମାର ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି।

sarbjit

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 05:30 AM IST

Related story