ବାଜି ମାରିନେଲେ ରେବଂଥ; ବନିଲେ ଇଣ୍ଡିଆନ୍ ଆଇଡଲ୍‌

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ ରିୟଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍‌-୯’ର ବିଜେତା ହୋଇଛନ୍ତି ଏଲ୍‌.ବି ରେବଂଥ। ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ସେ ‘ବାହୁବଲୀ’ରେ ମଧ୍ୟ ଗୀତ ଗାଇଛନ୍ତି। ସଚିନ ତେନ୍ଦୁଲକର ଗ୍ରାଣ୍ଡ୍ ଫିନାଲେରେ ଉପସ୍ଥିତ ରହି ବିଜେତାଙ୍କ ନାମ ଘୋଷଣା କରିଥିଲେ। ସୋସିଆଲ୍ ମିଡିଆରେ ରେବଂଥଙ୍କ ନାଁ ସବୁଠୁ ଆଗରେ ଚାଲୁଥିଲା। ଅବଶ୍ୟ ରେବଂଥଙ୍କ ସହିତ ଫାଇନାଲ୍‌ରେ ପହଞ୍ଚିଥିବା ରୋହିତ ଓ ଖୁଦା ବଖ୍‌ଶ ମଧ୍ୟ ତାଙ୍କୁ କଡ଼ା ଟକ୍କର […]

rembatha

Rakesh Mallick
  • Published: Monday, 03 April 2017
  • , Updated: 03 April 2017, 12:26 PM IST

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ ରିୟଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍‌-୯’ର ବିଜେତା ହୋଇଛନ୍ତି ଏଲ୍‌.ବି ରେବଂଥ। ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ସେ ‘ବାହୁବଲୀ’ରେ ମଧ୍ୟ ଗୀତ ଗାଇଛନ୍ତି।

ସଚିନ ତେନ୍ଦୁଲକର ଗ୍ରାଣ୍ଡ୍ ଫିନାଲେରେ ଉପସ୍ଥିତ ରହି ବିଜେତାଙ୍କ ନାମ ଘୋଷଣା କରିଥିଲେ।

ସୋସିଆଲ୍ ମିଡିଆରେ ରେବଂଥଙ୍କ ନାଁ ସବୁଠୁ ଆଗରେ ଚାଲୁଥିଲା। ଅବଶ୍ୟ ରେବଂଥଙ୍କ ସହିତ ଫାଇନାଲ୍‌ରେ ପହଞ୍ଚିଥିବା ରୋହିତ ଓ ଖୁଦା ବଖ୍‌ଶ ମଧ୍ୟ ତାଙ୍କୁ କଡ଼ା ଟକ୍କର ଦେଇଥିଲେ।

ଏହି ଶୋ’ର ବିଚାରକ ଥିଲେ ସୋନୁ ନିଗମ, ଅନୁ ମଲିକ ଓ ଫରାହ ଖାନ।

Related story