ରେମୋ ଡିସୋଜାଙ୍କ ଫିଲ୍ମରେ ଭାଇଜାନ୍‌

ମୁମ୍ବାଇ:  ଫିଲ୍ମ‘ଟାଇଗର ଜିନ୍ଦା ହେ’ର ସୁଟିଂ ପରେ ଦବଙ୍ଗ ଖାନ୍‌ ସଲମାନ ଖାନଙ୍କୁ କୋରିଓଗ୍ରାଫର ରେମୋ ଡିସୋଜାଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ସେଥିପାଇଁ ସଲମାନ ରେମୋଙ୍କ ଷ୍ଟୁଡିଓରେ ଡ୍ୟାନ୍ସ ପ୍ରାକ୍ଟିସ୍‌ ଆରମ୍ଭ କରି ଦେଇଛନ୍ତି। ରେମୋ କହିଛନ୍ତି, “ବର୍ତ୍ତମାନ ସଲମାନ ମୋ ଟିମ୍‌ରେ ଟ୍ରେନିଂ ନେଉଛନ୍ତି। ତାଙ୍କର ଡାଏଟ ଓ ୱାକ୍‌ଆଉଟ୍‌  ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କୌଣସି ଷ୍ଟେପ୍‌ ପାଇଁ ମସଲ ମୁଭେମେଣ୍ଟ ଆବଶ୍ୟକ।” ସେ ଆହୁରି କହିଛନ୍ତି,“ମୋ ଫିଲ୍ମରେ ସଲମାନଙ୍କୁ ୧୩ ବର୍ଷର ଝିଅର […]

salmankhan-

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 02:36 PM IST

ମୁମ୍ବାଇ:  ଫିଲ୍ମ‘ଟାଇଗର ଜିନ୍ଦା ହେ’ର ସୁଟିଂ ପରେ ଦବଙ୍ଗ ଖାନ୍‌ ସଲମାନ ଖାନଙ୍କୁ କୋରିଓଗ୍ରାଫର ରେମୋ ଡିସୋଜାଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ସେଥିପାଇଁ ସଲମାନ ରେମୋଙ୍କ ଷ୍ଟୁଡିଓରେ ଡ୍ୟାନ୍ସ ପ୍ରାକ୍ଟିସ୍‌ ଆରମ୍ଭ କରି ଦେଇଛନ୍ତି।

ରେମୋ କହିଛନ୍ତି, “ବର୍ତ୍ତମାନ ସଲମାନ ମୋ ଟିମ୍‌ରେ ଟ୍ରେନିଂ ନେଉଛନ୍ତି। ତାଙ୍କର ଡାଏଟ ଓ ୱାକ୍‌ଆଉଟ୍‌  ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କୌଣସି ଷ୍ଟେପ୍‌ ପାଇଁ ମସଲ ମୁଭେମେଣ୍ଟ ଆବଶ୍ୟକ।”

ସେ ଆହୁରି କହିଛନ୍ତି,“ମୋ ଫିଲ୍ମରେ ସଲମାନଙ୍କୁ ୧୩ ବର୍ଷର ଝିଅର ପିତା ଭୂମିକାରେ ଦେଖିବାକୁ ମିଳିବ। ସଲମାନ ଜଣେ ଭଲ ଡ୍ୟାନ୍ସସର। ତେବେ ଏଥିପାଇଁ ତାଙ୍କୁ ଓଜନ କମାଇବାକୁ ପଡ଼ିବ।”

 

 

Related story