ରେମୋଙ୍କୁ ହୃଦଘାତ

ମୁମ୍ୱାଇ: ବଲିଉଡ କୋରିଓଗ୍ରାଫର ରେମୋ ଡିସୌଜା ହୃଦଘାତର ଶିକାର ହୋଇଛନ୍ତି। ଆଜି ଅପରାହ୍ନରେ ସେ ହୃଦଘାତର ଶିକାର ହୋଇଛନ୍ତି। ସେ ଏବେ ମୁମ୍ୱାଇର ଏକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଏ ନେଇ ତାଙ୍କ ସ୍ତ୍ରୀ ଲିଜେଲି ସୂଚନା ଦେଇଛନ୍ତି। ନିକଟରେ ରେମୋଙ୍କର ଆନଜିଓଗ୍ରାଫି ଅପରେସନ ହୋଇଥିଲା। କୋରିଓଗ୍ରାଫି ବ୍ୟତୀତ ରେମୋ ଅନେକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଫାଲତୁ, ଏବିସିଡି, ଏବିସିଡି2,  ରେସ୍ 3, ଷ୍ଟ୍ରୀଟ୍ ଡାନ୍ସର ଭଳି ସିନେମା […]

remo

remo

Subhransu Sekhar
  • Published: Friday, 11 December 2020
  • Updated: 11 December 2020, 06:13 PM IST

Sports

Latest News

ମୁମ୍ୱାଇ: ବଲିଉଡ କୋରିଓଗ୍ରାଫର ରେମୋ ଡିସୌଜା ହୃଦଘାତର ଶିକାର ହୋଇଛନ୍ତି। ଆଜି ଅପରାହ୍ନରେ ସେ ହୃଦଘାତର ଶିକାର ହୋଇଛନ୍ତି। ସେ ଏବେ ମୁମ୍ୱାଇର ଏକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଏ ନେଇ ତାଙ୍କ ସ୍ତ୍ରୀ ଲିଜେଲି ସୂଚନା ଦେଇଛନ୍ତି। ନିକଟରେ ରେମୋଙ୍କର ଆନଜିଓଗ୍ରାଫି ଅପରେସନ ହୋଇଥିଲା।

କୋରିଓଗ୍ରାଫି ବ୍ୟତୀତ ରେମୋ ଅନେକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଫାଲତୁ, ଏବିସିଡି, ଏବିସିଡି2,  ରେସ୍ 3, ଷ୍ଟ୍ରୀଟ୍ ଡାନ୍ସର ଭଳି ସିନେମା ତିଆରି କରିଛନ୍ତି ରେମୋ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story