ଚୈତନ୍ୟ-ସାମନ୍ଥା ଯୋଡ଼ିରେ ଫାଟ, କାରଣକୁ ନେଇ ଚର୍ଚ୍ଚା

ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ହଟ ଓ ସୁପରହିଟ୍‌ କପଲ ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁଙ୍କ ସମ୍ପର୍କରେ ଦେଖାଦେଇଛି ଫାଟ। ଏନେଇ କେହି ମୁହଁ ଖୋଲୁ ନ ଥିଲେ ବି ଏହାକୁ ନେଇ ଗସିପ୍‌ ଜୋର ଧରିବାରେ ଲାଗିଛି। ଏପରିକି କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା […]

naga chaitanya with wife samantha

naga chaitanya with wife samantha

Niharika Rout
  • Published: Thursday, 23 September 2021
  • Updated: 23 September 2021, 03:22 PM IST

ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ହଟ ଓ ସୁପରହିଟ୍‌ କପଲ ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁଙ୍କ ସମ୍ପର୍କରେ ଦେଖାଦେଇଛି ଫାଟ। ଏନେଇ କେହି ମୁହଁ ଖୋଲୁ ନ ଥିଲେ ବି ଏହାକୁ ନେଇ ଗସିପ୍‌ ଜୋର ଧରିବାରେ ଲାଗିଛି। ଏପରିକି କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍‌ ରାଜକୀୟ ଠାଣିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।   ହେଲେ ଏବେ ଉଭୟଙ୍କ ସମ୍ପର୍କକୁ କାହାର ନଜର ଲାଗି ଯାଇଥିବା ଆଲୋଚନା ହେଉଛି।   ଉଭୟ ପକ୍ଷରୁ ଏନେଇ କିଛି ସ୍ପଷ୍ଟୀକରଣ ଦିଆଯାଇନି।   ଏପରିକି ଏହି କପଲ ଏବେ ଅଲଗା ରହୁଥିବା ବେଳେ ତଲାକ୍‌ ନେବାକୁ ପ୍ଲାନିଂ କରୁଥିବା ଶୁଣିବାକୁ ମିଳୁଛି।

[caption id="attachment_678288" align="aligncenter" width="650"]naga chaitanya with wife samantha ପତ୍ନୀ ସାମନ୍ଥାଙ୍କ ସହ ନାଗା ଚୈତନ୍ୟ ।[/caption]

ଏହି ୨ ଜଣଙ୍କ ସମ୍ପର୍କରେ ଦେଖାଦେଇଥିବା ଫାଟର କାରଣ ନେଇ ଉଭୟ ମୁହଁ ଖୋଲୁ ନ ଥିବା ବେଳେ ଏହା ପଛର କାରଣ ନେଇ ଚର୍ଚ୍ଚା ଜୋର ଧରିଛି। ମିଡିଆ ରିପୋର୍ଟ୍ସ ମୁତାବକ, ଉଭୟଙ୍କ ସମ୍ପର୍କରେ ଫାଟର କାରଣ ସାମନ୍ଥାଙ୍କର ଫିଲ୍ମ ଓ ନିଜ କ୍ୟାରିଅର ପ୍ରତି ଅହେତୁକ ଦୁର୍ବଳତାକୁ ଧରାଯାଉଛି।  ବିବାହ ପରେ ବି ସାମନ୍ଥା ଆକ୍ଟିଂରେ ଫୁଲ୍‌ ବିଜି ରହୁଛନ୍ତି । ଏପରିକି ଗ୍ଲାମରସ୍‌ ହଟ ଫଟୋଶୁଟ ବି କରାଉଛନ୍ତି। ଯାହାକି ତାଙ୍କ ସ୍ୱାମୀ ନାଗା ଚୈତନ୍ୟ ଓ ଶ୍ୱଶୁର ନାଗାର୍ଜୁନଙ୍କୁ ପସନ୍ଦ ଆସୁ ନାହିଁ। ସେମାନେ ଶାଶୁ ଅମଲା ଅକ୍କିନେନିଙ୍କ ପରି ହେବାକୁ ସାମନ୍ଥାଙ୍କୁ ବୁଝାଉଥିଲେ ମଧ୍ୟ ଏହାକୁ ସେ ଗ୍ରହଣ କରିପାରୁ ନାହାନ୍ତି।

ସାମନ୍ଥା ଶେଷ ଥର ଫ୍ୟାମିଲି ମ୍ୟାନ୍‌-୨ରେ ଖୁବ୍‌ ବୋଲ୍ଡ ରୋଲ ପ୍ଲେ କରିଥିବା ବେଳେ ଏହାର ପ୍ରଭାବ ମଧ୍ୟ ସେମାନଙ୍କ ବୈବାହିକ ଜୀବନରେ ପଡ଼ିଥିବା ଶୁଣିବାକୁ ମିଳିଛି। ତେଣୁ ଏହି ସେଲିବ୍ରେଟି କପଲ ଏକାଠି ରହୁଛନ୍ତି ନା ଅଲଗା ଅଲଗା ରାସ୍ତା ବାଛିନେବେ ତାହା ସମୟ କହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story