ଅପକମିଂ ଫିଲ୍ମ ‘ଜଜବା’ର ଆଇଟମ୍ ନମ୍ବର ରିଲିଜ୍

ମୁମ୍ବାଇ: ରିଲିଜ୍ ହୋଇଛି ଅପକମିଂ ବଲିଉଡ୍ ଫିଲ୍ମ ‘ଜଜବା’ର ଆଇଟମ୍ ନମ୍ୱର। ଏଥିରେ ଆଇଟମ୍ ଗାର୍ଲ ସାଜିଛନ୍ତି ଏ ବର୍ଷର ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଦୀକ୍ଷା କୌଶଲ୍।  ରାପର୍ ବାଦଶାହଙ୍କ ରାପ୍ ଓ ଶ୍ରଦ୍ଧା ପଣ୍ଡିତଙ୍କ ଭଏସରେ ବେଶ୍ ଜମିଛି ଗୀତର ଟ୍ୟୁନ୍। ନିକଟରେ ଏହି ଆଇଟମ୍ ନମ୍ୱରର ଭିଡ଼ିଓ ରିଲିଜ୍ ହୋଇଥିବା ବେଳେ ଏଥିରେ ଇର୍ଫାନ୍ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଜଜବାରେ ୫ବର୍ଷ ପରେ ସିଲଭର ସ୍କ୍ରିନକୁ ଫେରୁଛନ୍ତି ଐଶ୍। ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ […]

jajba

jajba

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 09:49 AM IST

Sports

Latest News

ମୁମ୍ବାଇ: ରିଲିଜ୍ ହୋଇଛି ଅପକମିଂ ବଲିଉଡ୍ ଫିଲ୍ମ ‘ଜଜବା’ର ଆଇଟମ୍ ନମ୍ୱର। ଏଥିରେ ଆଇଟମ୍ ଗାର୍ଲ ସାଜିଛନ୍ତି ଏ ବର୍ଷର ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଦୀକ୍ଷା କୌଶଲ୍।  ରାପର୍ ବାଦଶାହଙ୍କ ରାପ୍ ଓ ଶ୍ରଦ୍ଧା ପଣ୍ଡିତଙ୍କ ଭଏସରେ ବେଶ୍ ଜମିଛି ଗୀତର ଟ୍ୟୁନ୍। ନିକଟରେ ଏହି ଆଇଟମ୍ ନମ୍ୱରର ଭିଡ଼ିଓ ରିଲିଜ୍ ହୋଇଥିବା ବେଳେ ଏଥିରେ ଇର୍ଫାନ୍ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଜଜବାରେ ୫ବର୍ଷ ପରେ ସିଲଭର ସ୍କ୍ରିନକୁ ଫେରୁଛନ୍ତି ଐଶ୍। ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ଜଜବା ଅକ୍ଟୋବର ୯ରେ ରିଲିଜ୍ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos